ବାସ୍ତବ ବ୍ୟୁରୋ:ଗତକାଲି ନିର୍ବାଚନୀ ବିଗୁଲ ବାଜିବା ପରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ ପ୍ରାର୍ଥୀ ତାଲିକା ପ୍ରକ୍ରୀୟା ଜାରି ରହିଛି ଓ ଏହା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ତାହ ସହ କହିଛନ୍ତି କି ବିଗୁଲ ବାଜିବାପରେ ବିଜେଡ଼ି ପ୍ରସ୍ତୁତ ହେଉଛି । ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ବହୁ ଭଲ ପ୍ରଦର୍ଶନ କରିବ ଓ ପୁଣିଥରେ ଓଡ଼ିଶାରେ ସରକାର ଗଠନ କରିବ ବୋଲି ସେ ପରୋକ୍ଷରେ କହିଛନ୍ତି ।
Next Post
ପୁଣି ଏକାଠି ହେବେ ସିଦ୍ଧାନ୍ତ ଓ ରଚନା !
Tue Mar 12 , 2019
ବାସ୍ତବ ବ୍ୟୁରୋ: ଅନେକ ଦିନରୁ ସିଦ୍ଧାନ୍ତ ଓ ରଚନା ଯୋଡ଼ିକୁ ଭଲପାଇ ଆସୁଥିବା ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସିର ଖବର । ପୁଣିଥରେ ଏକାଠି ହେବେ ଓଲିଉଡ଼ର ରୂପେଲି ପାଦାର ରୋମାଣ୍ଟିକ୍ ଯୋଡ଼ି ସିଦ୍ଦାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇ ଆସିଥିବା ଏହି ଯୋଡ଼ି ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଯାହା ଶୁଣିବାକୁ ମିଳୁଛି । ନିର୍ଦ୍ଦେଶକ […]

You May Like
-
5 years ago
ଠେକୁଆ ମାଂସ ପାଇଁ ସ୍ୱାମୀ ନେଲା ସ୍ତ୍ରୀ’ର ଜୀବନ…
-
6 years ago
କରୋନା ସଚେତନା ପାଇଁ ଜାରି ହେଲା ହ୍ୱାଟସ୍-ଆପ୍ ନମ୍ବର
-
10 months ago
ଟ୍ରଷ୍ଟ ଫଣ୍ଡ କଲେଜରେ ଭ୍ରାମ୍ୟମାଣ ପାଠାଗାର…
-
6 years ago
ଆସନ୍ତା ସାତ ଦିନ ବାରମ୍ବାର ପରିବର୍ତ୍ତନ ହେବ ପାଣିପାଗ…
-
2 years ago
ଭେଡେନ ଥାନା ଆମ ପୋଲିସ ଆଲୋଚନା ଚକ୍ର…


