ଚାନ୍ଦବାଲି ଆହାରକେନ୍ଦ୍ର ନିକଟରେ ଗହଣା ବେପାରୀଙ୍କ ଠାରୁ ଲୁଟ,ଆପାଜି ଗାଡ଼ିରେ ଆସି ଲୁଟିନେଲେ ଲୁଟେରା ଥାନାରେ ମାମଲା ରୁଜୁ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି ରଖି ଖାଉଥିବା ସମୟରେ ଦୁଇଜଣ ଲୁଟେରା ଗହଣା ବେପେରୀଙ୍କ ବ୍ୟାଗ ନେଇ ଚମ୍ପଟ ମାରିଥିଲେ l

ଏହି ଲୁଟରେ ଗହଣା ବେପାରୀଙ୍କର ଲକ୍ଷାଧିକ ତାଙ୍କର ସୁନା ଓ ରୁପା ଅଳଙ୍କାର ଲିଟୁନେଇଥିବା ଗହଣା ବେପାରୀ ଅଭିଯୋଗ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ

Sat Dec 24 , 2022
ବାସ୍ତବ ବ୍ୟୁରୋ: ଆଜି(ଶନିବାର) ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ । ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ପାଲଲହଡ଼ା ବିଧାୟକ ମୁକେଶ ପାଳ କହିଛନ୍ତି ଯେ, “ପାଲଲହଡ଼ା ବାସୀଙ୍କ ସ୍ୱାର୍ଥକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (NHAI) ଅଣଦେଖା […]

You May Like

Pin It on Pinterest