ଚାନ୍ଦବାଲିରେ ବ୍ଲକ ସ୍ତରିୟ ବିଜ୍ଞାନ ମେଳା, ଯୋଗଦେଲେ ପୋଲାଣ୍ଡରେ ରହୁଥିବା ଯୁବ ଓଡ଼ିଆ ବୈଜ୍ଞାନିକ ଆୟୁସ ମହାରଣା….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲିରେ ମା କାଳୀ ପଡ଼ିଆରେ ଭେଙ୍କେଟଶ୍ଵର ସ୍କୁଲ ନେତୃତ୍ୱରେ ବ୍ଲକ ସ୍ତରିୟ ସାଇନ୍ସ ଏଜୁବିସେନର ଉଦ୍‌ଘାଟିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଭେଙ୍କଟଶ୍ଵର ସ୍କୁଲର ଚ୍ୟାରମ୍ୟାନ ସୁଧିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବିଶେଷ ଅତିଥ୍‌ ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରଫେସର ଡ଼.ପ୍ରମୋଦ ଚନ୍ଦ୍ର ମିଶ୍ର ଏବଂ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପୁର୍ବତନ ଅଧ୍ୟକ୍ଷ ଆଶିସ କୁମାର ମହାନ୍ତି , ମୁଖ୍ୟ ବକ୍ତା ଭାବେ ପୋଲାଣ୍ଡର ଅବସ୍ଥାପତି ଚାନ୍ଦବାଲି ମାଟିର ଯୁବ ବୈଜ୍ଞାନିକ ଆୟୁସ ମହାରଣା ଓ ବ୍ଲକ ବିଜ୍ଞାନ କୋଡ଼ିନେଟର ଅମୂଲ୍ୟ ରାଉତ ପ୍ରମୁଖ ଯୋଗ ଦେଇ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିବା ସହ ଏହି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡିରୁ ଧୋକା ଖାଇବା ପରେ ପାଟକୁରା ଅକ୍ତିଆର ଯୋଜନାରେ ତେଜେଶ୍ବର...

Sat Jan 14 , 2023
ରାକେଶ ମହାନ୍ତି(ପାଟକୁରା):ଗତ ୮/୧/୨୩ ରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଗରଦପୁର ବ୍ଲକ ର ତିକନପୁର ଠାରେ ନିର୍ବାଚନ ମଣ୍ଡଳୀର ଛାମୁଆ କର୍ମୀଙ୍କ ସହ ହଜାର ହଜାର ସମର୍ଥକଙ୍କ ଗହଣରେ ବନ୍ଧୁମିଳନ କରିଥିଲେ ।ସବୁଠାରୁ ବଡ କଥା ପ୍ରଥମ ଥର ନିଜ ପୁଅ ସହ ମଞ୍ଚ ଶେୟାର କରିଥିଲେ ।ନୂଆ ନୁଆ ବିଜେପିରୁ ବିଧାୟକ ବଟିକା ଖାଇଥିବା ତେଜେଶ୍ବର ପରିଡ଼ା,ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ଆଳରେ […]

You May Like

Pin It on Pinterest