କଟକ ବିଜେପିର ନବୀନ ପଟ୍ଟନାୟକଙ୍କ କୁଶ-ପୁତ୍ତଳିକା ଦାହ….

ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଗତ କାଲି ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ରେ ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା ଟଙ୍କା ଏବଂ ଏହା ସହିତ ରାଜ୍ୟ ବିଜୁ ଜନତା ଦଳ ସରକାରଙ୍କ ଲିଙ୍କ ବିରୁଦ୍ଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବକ୍ତାମାନେ ନବୀନ ପଟ୍ଟନାୟକ ସରକାରଙ୍କୁ ସଂଢ଼ୁଆସି ଆକ୍ରମଣ କରି ଏ ଘଟଣାରେ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ଓ ଶାସନରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ଧୀରାଜ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ,ବିନୋଦ ଦାସ,ମୃତ୍ୟୁଞ୍ଜୟ ଜେନା,ହୃଷିକେଶ ଜେନା ,ରାମ ନାରାୟଣ ମହାନ୍ତି, ପ୍ରଦୀପ ପଟ୍ଟନାୟକ,ଗୀତା ଦାସ,ସିକନ୍ଦର ଅଲ୍ଲୀ, ସୁକାନ୍ତ ବିଶ୍ୱାଳ , ରଶ୍ମିରେଖା ଦାସ,ଜ୍ଞାନରଞ୍ଜନ ସ୍ୱାଇଁ, ପ୍ରବୋଧ ବଡ଼ପଣ୍ଡା,କଳ୍ପନା ପଟ୍ଟନାୟକ,ଜୀବନ ଜ୍ୟୋତି ଦାସ,କର୍ପୋରେଟର ଗୋପାଳ ବେହେରା, ଗଗନ ଓଝା ଓ ଦୀପକ ଦାସ,ଦେବାଶିଷ ରା଼ୟ,ଆଲୋକ ମହାନ୍ତି,ସୁଶାନ୍ତ ମହାନ୍ତି,ପ୍ରଦୀପ ବେହେରା,ଇଂ ପ୍ରକାଶ ସେଠି,ବିଶ୍ୱରଂଜନ ମିଶ୍ର, ବିବେକାନନ୍ଦ ନାୟକ, ଭାଗିରଥି ଦଳେଇ, କ୍ଷୀରୋଦ ଦଳେଇ, କୀର୍ତ୍ତି ପଟ୍ଟନାୟକ,ପ୍ରବୀଣା ମହାପାତ୍ର, ହରିଚନ୍ଦନ ନାୟକ,ରତନ ମହାନ୍ତି,ପ୍ରମୋଦ ସାହୁ, କବିରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା, ଦିଲ୍ଲୀପ କୁମାର ସାହୁ, ନମିତା ମିଶ୍ର, ପ୍ରମୋଦ ଓଝା,ସତ୍ୟ ମିଶ୍ର ,ସଂଗ୍ରାମ ସିଂ,ବିଶ୍ୱଜିତ ପ୍ରଧାନ, ଶିବ ନାରାୟଣ ନାୟକ, ଦାସରଥୀ ବେହେରା, ସୌମେନ୍ଦ୍ର ପଲେଇ, ଚିରଞ୍ଜୀବ ଖଣ୍ଡାୟତ ରା଼ୟ, ଛବିନା ବେହେରା, ଦୀପକ କାହାଳୀ,ବିନୀତ ରଞ୍ଜନ ବିଶ୍ୱାଳ, ରିଜ଼ୱାନ ଶକିଲ , ପ୍ରଶାନ୍ତ ହୋତା,ପୌର୍ଣ୍ଣମାସି ମହାପାତ୍ର,ରାଜେଶ ସିଂ, ଅନୁପମ ଦାସ,ବିରଜା ରାଉତ, ସ୍ମୃତି ରଞ୍ଜନ ମହାନ୍ତି, ଧନେଶ୍ୱର ନାୟକ, ବିଜୟ ଲକ୍ଷ୍ମୀ ଦାସ,କଲ୍ୟାଣୀ ମହଲା, ଦେବାଶିଷ ଦାସ,ତାପସ ନାୟକ,ପ୍ରଭାସ ରାଉତ, ବୈରାଗୀ ପ୍ରଧାନ, ଅଭୟ ସ୍ୱାଇଁ, ନିର୍ମଳ ଦାସ, ମହମ୍ମଦ ସବିର, ମୁସ୍ତାକିମ, ସଦାନନ୍ଦ ବିଶ୍ୱାଳ,ସୋନିଆ ଶର୍ମା, ମାମିନା ମହାନ୍ତି, ସତ୍ୟଜିତ ମହଲା,ଧୀର ମହାନ୍ତି,ଅଂଶୁମାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍...

Thu Dec 14 , 2023
ବାସ୍ତବ ବ୍ୟୁରୋ: ଆଜି କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। କୋରାପୁଟରେ ୬୩ଟି ବସ୍ […]

You May Like

Pin It on Pinterest