ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ସାମୁହିକ ଔଷଧ ସେବନ ଶୁଭାରମ୍ଭ…

ସନ୍ତୋଷ ପାତ୍ର(ନର୍ଲା): ସ୍ବାସ୍ଥ୍ୟ ହଁ ସମ୍ପଦ ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ସେହି ମଣିଷର ପରମାୟୁ ସେତେ ଅଧିକ ସେଥିପାଇଁ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର,ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ସହିତ ଅନେକ ସଚେତନ କାର୍ଯକ୍ରମ ହାତକୁ ନେଇଥାନ୍ତି ।

କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଟିତ ହୋଇ ଯାଇଛି ଫେଲେରିଆ ନିରାକରଣ ଅଭିଯାନ ଉକ୍ତ କାର୍ଯକ୍ରମ
ରେ ଫାଇଲେରିଆ ରୋଗ କଣ, ଏହା କିପରି ସଂକ୍ରମିତ ହୋଇଥାଏ ଏବଂ ଏହାର ନିରାକରଣ କେମିତି ହୋଇ ଥାଏ ସେ ବିଷୟ ରେ ଆଲୋଚନା ହୋଇଥିଲା ।୧୦ ଫେବୃୟାରୀ ରୁ ୧୯ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯକ୍ରମ ହେବାକୁ ଥିବା ବେଳେ ନିର୍ଭୟ ରେ ସମସ୍ତେ ଔଷଧ ସେବନ କରିବାକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରୁ ସିଡିଏମଓ ଏବଂ ନାର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅକ୍ଷୟ ଗୋଚ୍ଛାୟତ ବିପିମ୍ ସବୀର ପ୍ରଧାନ ବିଇ ଇ ବିମଳ ଦୀପVBDTS ଦେବାଶିଷ ଭୋଇ ଜ୍ଞାନେନ୍ଦ୍ର ଭୋଇ ନବୀନ ସାହୁ ସମିତ୍ ବେହେରା ସୈକ୍ ନିସାର ଜିଲ୍ଲା ପରିଷଦ ସଭ୍ୟା ନର୍ଲା ୩ ଜୋନ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

୧୬ଦିନରେ ମୁଖ୍ୟମନ୍ତ୍ରୀ ତୃତୀୟ ସମ୍ବଲପୁର ଗସ୍ତ ଆଜି...

Sun Feb 11 , 2024
ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ […]

You May Like

Pin It on Pinterest