ବାସ୍ତବ ବ୍ୟୁରୋ-ବାହାର ରାଜ୍ୟରୁ ଫେରିବା ଘଟଣାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି , ରାଜ୍ୟ ବାହାରେ ଲକ୍ ଡାଉନ ପାଇଁ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ଏନେଇ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ, ପ୍ରଥମେ ନମୁନା ପରୀକ୍ଷା କରାଯିବ ଯଦି ରିପୋର୍ଟ ନେଗେଟିଭ୍ ଆସିବ ତେବେ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ ।
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୪୨ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
Next Post
ବସ ଡ୍ରାଇଭର ଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ...
Thu May 7 , 2020
ବାସ୍ତବ ବ୍ୟୁରୋ-ଆଜି ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏବେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆମାନେ ଘରକୁ ଫେରୁଛନ୍ତି । କିନ୍ତୁ ଫେରିବା ବାଟରେ କିଛି ପ୍ରବାସୀ ବସରୁ ଓହ୍ଲାଇ ପଳାୟନ କରୁଛନ୍ତି । ସେମାନେ ଅନ୍ୟମାନଙ୍କୁ ହଇରାଣ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ଅଧାବାଟରେ ପ୍ରବାସୀ ଯାତ୍ରୀଙ୍କୁ ବସ […]
You May Like
-
4 years ago
ଆଜିର ଖାସ୍ ଖବର
-
4 years ago
ଭଦ୍ରକ ପୋଲିସ୍ ର କାର୍ଯ୍ୟ କଳାପକୁ ନେଇ ଉଠୁଛି ପ୍ରଶ୍ନ…
-
5 years ago
ଆଜିର ଖାସ୍ ଖବର
-
7 years ago
ବାଜିବ ନିର୍ବାଚନୀ ବିଗୁଲ !