ବରଗଡରେ ବଳଙ୍ଗାର ପୁନରାବୃତ୍ତି….

ବରଗଡ଼୧୧/୮(ନବୀନକୁମାରଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଖବର ଆସିଛି। ବାଲେଶ୍ୱର,କେନ୍ଦ୍ରାପଡ଼ା,ବଳଙ୍ଗାରେ ଘଟିଯାଇଥିବା ଦୁଃଖଦ ଘଟଣାପରି, ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୁଚନାନୁଯାୟୀ, ନାବାଳିକା ଜଣକ ନିଜ ମାମୁ ଘରେ ରହୁଥିବା ବେଳେ ତାଙ୍କ ବାପା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସ୍ଥାନିୟଲୋକେ କୁହନ୍ତି।

ସେୟାର କରନ୍ତୁ

Next Post

ଅଖଣ୍ଡ ଭାରତ ସଂକଳ୍ପ ପରିକଳ୍ପନା ରେ କଟକ ର ଅଗ୍ରଣୀ ଅନୁଷ୍ଠାନ ସୁଲୋଚନା ସେବା ସଂଘ...

Tue Aug 12 , 2025
କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର […]

You May Like

Pin It on Pinterest