ଜମୁର୍ଡା ରେ ମାଁ ପ।ଇଁ ଗଛଟିଏ କାର୍ଯ୍ୟକ୍ରମ…

ବରଗଡ଼୧୭/୦୯(ନବୀନ କୁମାର ଦାଶ):ବରଗଡ଼ ଉପ କଣ୍ଠ ଜମୁର୍ଡା ଅଞ୍ଚଳରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ବରଗଡ଼ ବିଡିଓ ବେରିସିଅସ ଡୁଙ୍ଗ ଡୁଙ୍ଗ ଓ ସମ୍ମାନିତ ଅତିଥି ସରପଞ୍ଚ ଜମୁର୍ଡା ପଦ୍ମଲୋଚନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।

ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତା ଙ୍କ ସମେତ ସର୍ଵଶ୍ରୀ ଅଶୋକ ବେହେରା,ପ୍ରଶନ୍ନ କୁମାର ପଣ୍ଡା, ସୁନୀଲ ଅଗସ୍ତି, ସଂଜୀବ ଦାଶ ବିରେନ୍ଦ୍ର ସାହୁ,ଚେତନ ମିଶ୍ର, ଅଭୟ ସାହୁ, ଗୁରୁ ଚରଣ ସାହୁ, ସଂଜୀବ ରଥ,ମଗେଶ ମିଶ୍ର, ପ୍ରଦୀପ ପଣ୍ଡା ଆଦି ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶତା ଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

ସେୟାର କରନ୍ତୁ

Next Post

"ଏକ ପେଡ଼ ମା'କେ ନାମ ୨.୦"ଜାତୀୟ ଅଭିଯାନ ଅନ୍ତର୍ଗତ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ...

Thu Sep 18 , 2025
ଚୌଦ୍ଵାର(ଦୀପକ କୁମାର ବେଉରା):ଜାତୀୟ ଅଭିଯାନ “ଏକ ପେଡ଼, ମା କେ ନାମ ୨.୦” ଆନୁକୂଲ୍ୟରେ ଇମ୍ଫା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଖଲେ ଆଇଡିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଙ୍କରପୁର ଓ ସାଳଗାଁରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଶ୍ରୀ ଧର୍ମାନନ୍ଦ ବେହେରା, ପୂର୍ବତନ ବିଧାୟକ; ଶ୍ରୀମତୀ ରଶ୍ମିତା ପାଣିଗ୍ରାହୀ, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ; ଗୋଖଲେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ, ଇମ୍ଫାର ବରିଷ୍ଠ […]

You May Like

Pin It on Pinterest