ଚଳଚିତ୍ର ଶମ୍ଭୁ ର ଅଡିଓ ରିଲିଜ୍

ଭୁବନେଶ୍ୱର(ନି.ପ୍ର):୨୨ ଅକ୍ଟୋବର ସନ୍ଧ୍ୟା ରେ ଇମେଜ୍ କ୍ୟାମ୍ପସ ରେ ଓଡିଆ ସିନେମା ଶମ୍ଭୁ ର ଅଡିଓ ଏବଂ ଟ୍ରେଲର ରିଲିଜ୍ ହୋଇଯାଇଚି।

ଏଥିରେ ନିର୍ଦ୍ଦେଷକ ଦିଲିପ୍ ପଣ୍ଡା ,ପ୍ରଯୋଜକ ବିଭୂତି ଭଷଣ ଜେନା ,ସହ ପ୍ରଯୋଜକ ଅଭିଷେକ୍ ଜେନା ,ସଂଳାପକାର ଡଃ ରଜନୀ ରଞ୍ଜନ , ସଂଗୀତ ନିର୍ଦ୍ଦେଷକ ଦୀପକକୁମାର ଏବଂ ଶୂଭମ୍ ,ହରିହର ମହାପାତ୍ର, ଡିସ୍କୋ ରେଡ୍ଡି ,ସୁଧାକର ବସନ୍ତ , ଜୀବନ ପଣ୍ଡା ଆଦି କଳାକାର ମାନେ ଉପସ୍ଥିତ ଥିଲେ। ଏହି ସିନେମାରେ ଶୁଭମଂକ ସହ ତମନ୍ନା ବ୍ୟାସ ଏବଂ ଯାତ୍ରା ଜଗତର ସୁପର୍ ଷ୍ଟାର ପିୟୂଷ ତ୍ରିପାଠି ବି ନଜର ଆସିବେ ।

ସିନେମାର ବିତରକ ଦାୟୀତ୍ୱ ରେ ପ୍ରକାଶ ଫିଲ୍ମ ଥିଲା ବେଳେ ଏହାର ମ୍ୟୁଜିକ୍ ରାଇଟସ୍ ଆମର ମ୍ୟୁଜିକ୍ ନେଇଥିବା ବେଳେ,ରିଲ୍ସ୍ ଏନ ରିଲ୍ସ କମ୍ପାନି ଏହାର ପ୍ରସାର ଏବଂ ପ୍ରଚାର ଦାଇତ୍ତ୍ବ ନେଇଛି ।ସିନେମା ଟି ଅକ୍ଟୋବର ୩୧ ତାରିଖରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ସେୟାର କରନ୍ତୁ

Next Post

କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି....

Fri Oct 24 , 2025
ଭୁବନେଶ୍ବର(ନି.ପ୍ର): କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା […]

You May Like

Pin It on Pinterest