
କଟକ(ନି.ପ୍ର)୨୪/୧୦/୨୫:କଟକ ୪୨ ମୌଜା ନିକଟସ୍ଥ ଝିଙ୍କିରିଆ ଠାରେ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ର ନୃତନ୍ କାର୍ଯ୍ୟାଳୟ ଯଥାବିଧି ଶୁଭ ଉଦଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଈଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି କଟକ ଆର. ଟି. ଓ ଶ୍ରିଯୁକ୍ତ ବିଶ୍ୱଜିତ୍ ଦାଶ,୪୨ ମୌଜା ଥାନା ଆଇ.ଆଇ.ସି, ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଣେଶ ମାହାରୀ, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ କର,ରଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ,ଉମେଶ ଚନ୍ଦ୍ର ମହାନ୍ତି,ରାଜ୍ଯ ସହ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ସେଠୀ,ଶ୍ରୀଯୁକ୍ତ ଆର୍ତ୍ତ ତ୍ରାଣ ବାରିକ,ଭାରତ ମସଲା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା, କଟକ ଜିଲ୍ଲା ସଭପତି ଶ୍ରୀଯୁକ୍ତ ରାଜେଶ କୁମାର ର ସ୍ବାଇଁ, କଟକ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଚିନ୍ମୟ ଦେବତା,କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ଲେଙ୍କା ନିଜ ବକ୍ତବ୍ଯରେ ଗାଡି ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରୀ ନୟମ ସମ୍ବନ୍ଧ ରେ ଆଲୋଚନା କରିଥିଲେ।
ସଦସ୍ୟ, ଶ୍ରୀଯୁକ୍ତ ପ୍ରମୋଦ ଦେବତା, ସୁନୀଲ ଦେବତା, ନିତ୍ୟାନନ୍ଦ ମହାପାତ୍ର, କାଲିଆ ଦେବତା, ସିଲୁ ଦେଵତା, ଗୋଲକ ପରିଡ଼ା, ବାବୁଲି ସ୍ବାଇଁ, ଗୁଡୁ ନନ୍ଦ, ଦୁଷ୍ମନ୍ତ କୁମାର ନନ୍ଦ, ଆନନ୍ଦ ଦେବତା, ସୁଜିତ କୁମାର ଦେବତା, ନିରଞ୍ଜନ ମହାରଣା, ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସୁ ପରିଚାଳନାରେ ସହଯୋଗ କରିଥିଲେ।



