–ଯାଜପୁର ଟାଉନ କାଳୀ ପୂଜା ଆମସାହି ମେଢ଼ ପ୍ରତିଯୋଗିତାର ବିଜେତା ଘୋଷଣା
–ବେଷ୍ଟ ତୋରଣ- ମାଆ ଆଦ୍ୟ ଗରୁଡ଼ କାଳୀ ପୂଜା କମିଟି
-ବେଷ୍ଟ ମୂର୍ତ୍ତି- ନାରାୟଣ ଛକ ପୂଜା କମିଟି
-ବେଷ୍ଟ ମେଢ଼- ଗରିଆପୁର ଶ୍ୟାମାକାଳୀ କମିଟି
-ବେଷ୍ଟ ସାଜସଜ୍ଜା- କିଆନାଳି କୂଳ କାଳୀପୂଜା କମିଟି
-ବେଷ୍ଟ ବାରୁଆଳି- ମହାବୀର ଛକ ପୂଜା କମିଟି
-ଜୁରି ଆୱାର୍ଡ- ମାର୍କେଟ୍ ଛକ ଶ୍ୟାମା ପୂଜା କମିଟି
Sun Oct 26 , 2025
ଭୁବନେଶ୍ୱର(ନି.ପ୍ର):କ୍ୟାବିନେଟ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ପାରିତ-କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ-‘ଆହାର’ ପାଇଁ ଏଣିକି ବ୍ୟୟ ବହନ କରିବେ ରାଜ୍ୟ ସରକାର-୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି । -‘ଆହାର’ ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ନିଷ୍ପତ୍ତି.-ମାତ୍ର ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ-ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ […]