ନୂଆପଡ଼ାପାଇଁ ପ୍ରସ୍ତୁତିସରିଛି:ସିଇଓ….

ଭୁବନେଶ୍ୱର(ନି.ପ୍ର):ନୂଆପଡ଼ା ଉପନିର୍ବାଚନ ନେଇ CEO ଆର୍‌ଏସ୍‌ ଗୋପାଳନଙ୍କ ସମୀକ୍ଷା।
-ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ୩ ପର୍ଯ୍ୟାୟରେ ବୈଠକ କଲେ
-‘ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି, ସବୁକିଛି ଠିକ୍‌ ଠାକ୍‌ ଚାଲିଛି’
-‘ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି, ଅନୁଧ୍ୟାନ ଚାଲିଛି’
-‘ନୂଆପଡ଼ାରେ ୩୫୦ ବୁଥ୍‌; ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍‌’
-‘୬ଟି ପିଙ୍କ୍‌ ବୁଥ୍‌ ହୋଇଛି, ମହିଳା ପୋଲିଂ ଅଫିସର ପରିଚାଳନା କରିବେ’
-‘ଓଡ଼ିଶାରେ ମଧ୍ୟ SIR ହେବ, ମ୍ୟାପିଂ ଆରମ୍ଭ ହୋଇଯାଇଛି’

ସେୟାର କରନ୍ତୁ

Next Post

ହସ୍ପିଟାଲ୍‌ରେପୁଞ୍ଜିଲାଲ୍ ମେହେର....

Sun Oct 26 , 2025
ବଲାଙ୍ଗିର(ନି.ପ୍ର): ଭୀମ ଭୋଇ ମେଡିକାଲ କଲେଜରେ ପୁଞ୍ଜିଲାଲ୍ ମେହେର-BBMCHର ମେଡିସିନ୍ ଓ୍ୱାର୍ଡରେ ଚାଲିଛି ପୁଞ୍ଜିଲାଲ୍ ମେହେରଙ୍କ ଚିକିତ୍ସା.-ଗତ ୨୧ ତାରିଖରୁ ବଲାଙ୍ଗିର ଜେଲରେ ଅନଶନ କରିଥିଲେ ପୁଞ୍ଜିଲାଲ୍.-ଗୁରୁତର ହେବାରୁ ଗତକାଲିଠୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ପୁଞ୍ଜିଲାଲ୍.-ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍.-ଆଜୀବନ କାରାଦଣ୍ଡାଦେଶ ପରେ ସଜା ଭୋଗୁଛନ୍ତି ପୁଞ୍ଜିଲାଲ୍ ମେହେର ସେୟାର କରନ୍ତୁ

You May Like

Pin It on Pinterest