ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ…

ବିଂଝାରପୁର(ବାସ୍ତବ କଥା)୨୦|୧୨:ସିଂହପୁର ସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ସାମଲ ପତାକା ଉତୋଳନ କରିଥିଲେ।ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ସର୍ବଶ୍ରୀ ମନୋରଂଜନ ବେହୂରିଆ,ପ୍ରଭାତ କୁମାର ସାହୁ, କଳା ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ,ରଶ୍ମିତା ନାୟକ,ମଞ୍ଜୁଲତା ଥାଟେଇ,ସୁଚରିତା କରଣ,ନିବେଦିତା ଦାସ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ।ଏଥିରେ ମୋଟ ୩୦୯ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ବିଭିନ୍ନ ବର୍ଗର ଖେଳରେ ଅଂଶ ଗ୍ରହଣ କରିଥିଲେ।

ସେୟାର କରନ୍ତୁ

Next Post

ସାମାଜିକ ସଂଗଠନ ଭଏସ ଅଫ କଟକ ତରଫରୁ ବିଦ୍ୟୁତ ବିଭାଗ ଓଡିଶାଙ୍କୁ ଦାବିପତ୍ର ପ୍ରଦାନ...

Mon Dec 22 , 2025
କଟକ(ସଂଜୟ ଶତପଥୀ): ଟାଟା ପାୱାର ରାଜ୍ୟର ବିଦ୍ୟୁତ ଉପଭକ୍ତା ମାନଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ରାଶି ଆଦାୟ ନୋଟିସ କୁ ଶୀଘ୍ର ପ୍ରତ୍ୟାହାର କରିବାକୁ କଟକ ର ସାମାଜିକ ସଂଗଠନ ଭଏସ ଅଫ କଟକ ତରଫରୁ ବିଦ୍ୟୁତ ବିଭାଗ ଓଡିଶା ର ମୁଖ୍ୟସଚିବ, ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ସଚିବ, ପରିଚାଳନା ନିର୍ଦେଶକ ଟିପିସିଓଡ଼ିଏଲ ( Tpcodl ) ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ କଟକ ଙ୍କୁ ଦାବିପତ୍ର […]

You May Like

Pin It on Pinterest