କେମିତି ବିତିବ ଆଜି ଦିନ

ରାଶିଫଳ ଓ ଆଜିର ବେଳା, ୧୪ ଅପ୍ରେଲ, ମଙ୍ଗଳବାର

ତିଥି କୃଷ୍ଣ ପକ୍ଷ ଦ୍ବାଦଶୀ ନକ୍ଷତ୍ର ଶତଭିଷା ଶୁଭ ମୁହୂର୍ତ୍ତ ଅଭିଜିତ ମୁହୂର୍ଭ ସକାଳ ଏଗାରଟା ଛପନ ମିନିଟରୁ ଦ୍ବିପ୍ରହର ବାରଟା ସତଚଳିଶ ମିନିଟ ପର୍ଯ୍ୟନ୍ତ, ଅମୃତ କାଳ ସକାଳ ଆଠଟା ତେପନ ମିନିଟରୁ ଦଶଟା ଅଣତିରିଶ ମିନିଟ ପର୍ଯ୍ୟନ୍ତ, ବ୍ରାହ୍ମ ମୁହୂର୍ଭ ସକାଳ ଚାରିଟା ସତାଇଶ ମିନିଟରୁ ପାଞ୍ଚଟା ବାର ମିନିଟ ପର୍ଯ୍ୟନ୍ତ।

ଅମୃତ କାଳ ସକାଳ ଆଠଟା ତେପନ ମିନିଟରୁ ଦଶଟା ଅଣତିରିଶ ମିନିଟ ପର୍ଯ୍ୟନ୍ତ, ବ୍ରାହ୍ମ ମୁହୂର୍ତ୍ତ ସକାଳ ଚାରିଟା ସତାଇଶ ମିନିଟରୁ ପାଞ୍ଚଟା ବାର ମିନିଟ ପର୍ଯ୍ୟନ୍ତ।

ମେଷ ରାଶି
ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଉତ୍ସାହଜନକ ରହିବ,
କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି
ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ପୁରୁଣା ବାକି ଟଙ୍କା ମିଳିପାରେ
ପରିବାର ସହିତ ହସଖୁସିରେ ସମୟ ଅତିବାହିତ କରିବେ
ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ପ୍ରସନ୍ନ ରହିବ
ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ।

ବୃଷ ରାଶି
ବ୍ୟବସାୟରେ ନୂତନ ନିବେଶ ପାଇଁ ଦିନଟି ଅନୁକୂଳ ଅଟେ
ଧୈର୍ଯ୍ୟର ସହ କାମ କଲେ ସଫଳତା ନିଶ୍ଚିତ ମିଳିବ
ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ
ଘରୋଇ ଜୀବନରେ ଶାନ୍ତି ଏବଂ ସନ୍ତୋଷ ବଜାୟ ରହିବ
ପ୍ରେମ ସମ୍ପର୍କରେ ମଧୁରତା ଆସିବାର ଯୋଗ ରହିଛି
ଛାତ୍ରଛାତ୍ରୀମାନେ ପାଠପଢାରେ ଭଲ ପ୍ରଦର୍ଶନ କରିବେ।

ମିଥୁନ ରାଶି
ନୂତନ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଜି ଭଲ ଦିନ
ସହକର୍ମୀମାନଙ୍କ ସହ ତାଳମେଲ ରକ୍ଷା କରି କାମ କରନ୍ତୁ
ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିପାରେ
ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରି ମନ ହାଲୁକା ହେବ
ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ସବୁ କାର୍ଯ୍ୟ ସଫଳ ହେବ
କଳା ଏବଂ ସାହିତ୍ୟ ପ୍ରତି ରୁଚି ବଢିବ।

କର୍କଟ ରାଶି
ଆଜି ମାନସିକ ଶାନ୍ତି ଅନୁଭବ କରିବେ,
କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିବ
ପରିବାରର କୌଣସି ଶୁଭ କାର୍ଯ୍ୟ ପାଇଁ ପ୍ରସ୍ତୁତି କରିପାରନ୍ତି
ଆୟର ନୂତନ ଉତ୍ସ ସୃଷ୍ଟି ହେବା ସହ ଲାଭ ମିଳିବ
ନିଜର ପ୍ରିୟଜନଙ୍କ ସହ ସମ୍ପର୍କ ସୁଦୃଢ ହେବ
ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ।

ସିଂହ ରାଶି
ଆତ୍ମବିଶ୍ୱାସର ସହ କାର୍ଯ୍ୟ କଲେ ସଫଳତା ମିଳିବ
ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ
ସନ୍ତାନମାନଙ୍କ ସଫଳତାରେ ଆନନ୍ଦିତ ହେବେ
ଘରକୁ ଅତିଥିଙ୍କ ଆଗମନ ହୋଇପାରେ
ବ୍ୟବସାୟିକ ଯାତ୍ରା ଲାଭଦାୟକ ପ୍ରମାଣିତ ହେବ
ଶାରୀରିକ ସ୍ଫୁର୍ତ୍ତି ଅନୁଭବ କରିବେ।

କନ୍ୟା ରାଶି
ସୃଜନଶୀଳ କାର୍ଯ୍ୟରେ ସମୟ ବିତିବ,
ଅଟକି ରହିଥିବା ସରକାରୀ କାର୍ଯ୍ୟ ସମାପ୍ତ ହୋଇପାରେ
ପରିବାରରେ ସମସ୍ତଙ୍କ ସହଯୋଗ ମିଳିବ
ନିବେଶ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଶ୍ରେୟସ୍କର
ପୁରୁଣା ବନ୍ଧୁଙ୍କ ସହ ଭେଟ ହେବା ସମ୍ଭାବନା ରହିଛି
ମନ ମୁତାବକ ଫଳ ମିଳିବାରୁ ଆନନ୍ଦିତ ରହିବେ।

ତୁଳା ରାଶି
ଭାଗ୍ୟର ସହଯୋଗ ମିଳିବାରୁ ସବୁ କାର୍ଯ୍ୟ ସହଜ ହେବ
ନୂତନ ସମ୍ପତ୍ତି କିଣିବା ପାଇଁ ମନ ବଳାଇବେ,
ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।
ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ,
କର୍ମକ୍ଷେତ୍ରରେ ପରିବେଶ ଅନୁକୂଳ ରହିବ,
ସାମାଜିକ ପ୍ରତିଷ୍ଠା ବଢିବା ସହ ସମ୍ମାନ ମିଳିବ।

ବିଛା
କଠିନ ପରିଶ୍ରମର ଫଳ ମିଳିବା ସମୟ ଆସିଛି।
ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ମିଳିବ
ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେବା ସହ ସ୍ପଷ୍ଟତା ଆସିବ
ଘରର ଆବଶ୍ୟକୀୟ ଜିନିଷ ପାଇଁ ଖର୍ଚ୍ଚ ହୋଇପାରେ
ଛାତ୍ରମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ
ଆମୋଦ ପ୍ରମୋଦରେ ସମୟ ବିତିବ।

ଧନୁ ରାଶି
ଆଧ୍ୟାତ୍ମିକ ଚିନ୍ତାଧାରାରେ ମନ ଶାନ୍ତ ରହିବ।
ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ
କାର୍ଯ୍ୟରେ ସଫଳତା ପାଇଁ ଯୋଜନାବଦ୍ଧ ଭାବେ କାମ କରନ୍ତୁ
ଭାଇଭଉଣୀଙ୍କ ସହଯୋଗ ମିଳିବ
ଆର୍ଥିକ ଦିଗ ସୁଦୃଢ ରହିବ
ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ମକର ରାଶି
ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିପାରେ
ବ୍ୟବସାୟରେ ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ
ପରିବାରର ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ
ଘର ପାଇଁ ନୂତନ ଉପକରଣ କ୍ରୟ କରିପାରନ୍ତି
ମାନସିକ ସ୍ତରରେ ସଜାଗ ରହିବା ଜରୁରୀ
ସାଙ୍ଗମାନଙ୍କ ସହ ମନୋରଞ୍ଜନ କରିବେ

କୁମ୍ଭ ରାଶି
ଆଜି ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ
କର୍ମକ୍ଷେତ୍ରରେ ନୂତନ ସୁଯୋଗ ହାତକୁ ଆସିବ
ପରିବାରରେ ଶୁଭ ଖବର ଶୁଣିବାକୁ ମିଳିପାରେ
ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ସ୍ମରଣୀୟ ରହିବ
ଶାରୀରିକ ସୁସ୍ଥତା ବଜାୟ ରହିବ
ଧନ ପ୍ରାପ୍ତିର ଯୋଗ ରହିଛି

ମୀନ ରାଶି
ନିଜର ବୁଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ
ଆର୍ଥିକ ଲାଭ ସହିତ ଉନ୍ନତିର ପଥ ପରିଷ୍କାର ହେବ
ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ମିଳିବ
ପରିବାରରେ ସୁଖ g ବୃଦ୍ଧି ପାଇବ
ମନରେ ସକାରାତ୍ମକ ଚିନ୍ତାଧାରା ରହିବ ।

ସେୟାର କରନ୍ତୁ

You May Like

Pin It on Pinterest