ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକ ମାନଙ୍କ ପାଲଁ ଖୁସିର ଖବର । ପୁଣି କମିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇବା ସାଙ୍ଗକୁ ଏହାର ସିଧାସଳଖ ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି । ୧୦ ଗ୍ରାମ ସୁନାର ଦାମ୍ ୨୮୦ ଟଙ୍କା କମିଥିବା ବେଳେ ୧କେଜି ରୁପାର ଦାମ୍ ୩୪୫ଟଙ୍କା କମିଛି । ଯାହାଫଳରେ ଏବେ ସୁନାର ୧୦ ଗ୍ରାମ୍ ପ୍ରତି ୩୨,୮୩୦ଟଙ୍କା ରହିଛି । ଠିକ୍ ସେହିପରି ରୁପାର ଦାମ୍ ଏକ କେଜି ପ୍ରତି ୩୮ ହଜାର ୭୨୫ ଟଙ୍କା ରହିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଏହି ସୂଚନା ଦେଇଛି ।
Next Post
ବିଜେପିର ବିଜୟ ସଂକଳ୍ପ ସମାରୋହ !
Wed Mar 20 , 2019
କଳାହାଣ୍ଡି(ରିପୋର୍ଟ- ଲକ୍ଷ୍ମୀରଞ୍ଜନ ବାଗ୍): କଳାହାଣ୍ଡି ଜିଲ୍ଲା ରୁପ୍ରା ଗ୍ରାମ ଠାରେ ବଜେପି ପକ୍ଷରୁ ବିଜୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟରେ ବିଜେଡ଼ି ଦଳ ଛାଡ଼ ବିଜେପିରେ ନୂଆକରି ଯେଗ ଦେଇଥିବା ଯୁବନେତା ଜିତୁମିଶ୍ର ଉପସ୍ଥିତ ଥିବାବେଳେ ବିଜେପି ନେତା ଶ୍ରୀତମ ଦାସ, ଡଃ ଦାମୋଦର ରାଉତ, ଉପସ୍ଥିତ ରହି ନର୍ଲା ନିର୍ବାଚନ ମଣ୍ଡଳୀ ରେ କିପରି ଭାବରେ ତାଙ୍କ ଦଳ ବିଜୟ ଲାଭ କରିବ ସେନେଇ […]

You May Like
-
7 years ago
ଭୂତ କରୁଛି ପୋଖରୀ ଖନନ , ପ୍ରଶାସନ ପାଖରେ ଖବର ନାହିଁ ।
-
6 years ago
୪୮ ଘଣ୍ଟା ପାଇଁ କଟକ,ଭୁବନେଶ୍ୱର ଓ ଭଦ୍ରକ ସଟଡାଉନ୍
-
2 years ago
ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବରର ଆଲୋଚନା ଚକ୍ର…
-
7 years ago
ନର୍ଲା ଠାରେ ପାଳିତ ହେଲା କାମନା ଦଣ୍ଡ ନୃତ୍ୟ !
-
6 years ago
ପଦ୍ମତୋଳା…
-
7 years ago
ଆଜିର ରାଶିଫଳ


