କଳାହାଣ୍ଡି(ରିପୋର୍ଟ- ଲକ୍ଷ୍ମୀରଞ୍ଜନ ବାଗ୍): କଳାହାଣ୍ଡି ଜିଲ୍ଲା ରୁପ୍ରା ଗ୍ରାମ ଠାରେ ବଜେପି ପକ୍ଷରୁ ବିଜୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟରେ ବିଜେଡ଼ି ଦଳ ଛାଡ଼ ବିଜେପିରେ ନୂଆକରି ଯେଗ ଦେଇଥିବା ଯୁବନେତା ଜିତୁମିଶ୍ର ଉପସ୍ଥିତ ଥିବାବେଳେ ବିଜେପି ନେତା ଶ୍ରୀତମ ଦାସ, ଡଃ ଦାମୋଦର ରାଉତ, ଉପସ୍ଥିତ ରହି ନର୍ଲା ନିର୍ବାଚନ ମଣ୍ଡଳୀ ରେ କିପରି ଭାବରେ ତାଙ୍କ ଦଳ ବିଜୟ ଲାଭ କରିବ ସେନେଇ ସମସ୍ତ ଜନସାଧାରଣ ମାନଙ୍କୁ ଗୁରୁ ମନ୍ତ୍ରଣା ଦେଇଥିଲେ । ଏହି ସମାରୋହରେ ଜିଲ୍ଲା ସଭାପତି ସମେତ ନର୍ଲା ବ୍ଲକ କାର୍ୟ୍ୟକର୍ତା ମାନେ ଉପସ୍ଥିତରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Next Post
ଛିଡ଼ୁନି କି ଭାଗ ? କିଏ ନେବ କାହାକୁ ?
Wed Mar 20 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ […]



