ବାସ୍ତବ ଟିଭି – ଭବାନୀପାଟଣା ରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି କଂଗ୍ରେସ ର ହେଭିଓ୍ବେଟ ଭକ୍ତଚରଣ ଦାସ ଙ୍କ ପୁଅ ସାଗର ଚରଣ ଦାସ ଚଳିତ ନିର୍ବାଚନରେ ଭବାନୀପାଟଣା ବିଧାନସଭା ମଣ୍ଡଳି ପାଇଁଁ ଦଳିୟ ଟିକେଟ ରେ ମଇଦାନରେ ଓହ୍ଲାଇଥିବା ବେଳେ ନାମାଙ୍କନ ଦାଖଳ ସରିବା ପରେ

ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା କୁ ନେଇ ଲୋକମାନଙ୍କୁ ଅବଗତ କରାଇବା ନିଜ ବାପାଙ୍କ ସଫଳତା କୁ ନେଇ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।