ରାଜ୍ୟରେ ୧୮ଟି ଜିଲ୍ଲାରୁ ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ

ବାସ୍ତବ ବ୍ୟୁରୋ: ଆଜି ରାଜ୍ୟରେ ୧୮ଟି ଜିଲ୍ଲାରୁ ନୂଆ ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି । ୧୬୭ଜଣଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ବାକି ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର । ମୋଟ୍ ୩୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୩ ରହିଛି । ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ପରେ ସୀମାରୁ ପଛକୁ ଘୁଞ୍ଚିବ ଚୀନ୍‌...

Tue Jun 23 , 2020
ବାସ୍ତବ ବ୍ୟୁରୋ– ସୋମବାର ଉଭୟ ଭାରତ-ଚୀନ ପକ୍ଷରୁ ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ହୋଇଥିଲା । ପ୍ରାୟ ୧୧ଘଂଟା ଧରି ଉଭୟ ପକ୍ଷଙ୍କ ଆଲୋଚନା ପରେ ପୂର୍ବ ଲଦାଖ ସ୍ଥିତ ପାନଗଙ୍ଗ ସୋ ଅଂଚଳରୁ ସୈନ୍ୟ ଘୁଞ୍ଚିବାକୁ ସହମତି ପ୍ରକାଶ କରିଛି ଚୀନ୍ । ଜୁନ୍‌ ୧୫ରେ ଗଲୱାନ୍‌ ଘାଟିରେ ଚୀନ ପକ୍ଷରୁ ହୋଇଥିବା ଆକ୍ରମଣ ପୂର୍ବନିର୍ଦ୍ଧାରିତ ହୋଇଥିବା ବେଳେ ଚୀନ ସେନା ଅଯଥାରେ ହିଂସା ପ୍ରଦର୍ଶନ କରି ଏପରି […]

You May Like

Pin It on Pinterest