ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ ।

BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ କରିବା ସହିତ ବିଭିନ୍ନ ଯୋଜନା ସବୁ ଘୋଷଣା କରିଥିଲେ । ଏହି ରୋଡସୋ ରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।