ପରିବା ବଜାର ଆକାଶ ଛୁଆଁ : ଟମାଟୋ କିଲୋ ପ୍ରତି ୧୦୦ ଟଙ୍କା…

ବାସ୍ତବ ବ୍ୟୁରୋ-ପରିବା ବଜାର ଆକାଶ ଛୁଆଁ । ଟମାଟୋ କିଲୋ ପ୍ରତି ୮୦ ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ,ମୌସୁମୀ ଋତୁରେ ବର୍ଷା ଯୋଗୁଁ ଟମାଟୋ ନଷ୍ଟ ହେବାର ଅଧିକ ସମ୍ଭାବନା ଥାଏ । ଏଥିପାଇଁ ବଜାରରେ ଆବଶ୍ୟକ ମୁତାବକ ଟମାଟୋ ମଧ୍ୟ ଉପଲବ୍ଧ ହେଉନାହିଁ । ସେଥିପାଇଁ ଟାମୋଟା ଦାମ ବୃଦ୍ଧି ପାଇଛି । ସଠିକ ପରିମାଣର ଟମାଟୋ ଚାଷ ହେଲେ ଦାମ ସାମାନ୍ୟ ସ୍ଥରକୁ ଆସିବ ବୋଲି ପାଶୱାନ କହିଛନ୍ତି ।

ଏପଟେ ଲକଡାଉନ ଓ ଡିଜେଲ ଦାମ ବୃଦ୍ଧି ଯୋଗୁଁ ଟ୍ୟାକ୍ସ ମଧ୍ୟ ବଢ଼ାଇ ଦିଆଯାଇଛି । ସେଥିପାଇଁ ଟମାଟୋ ସମେତ ଅନ୍ୟାନ୍ୟ ପନିପରିବା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋଦୀ ସରକାରଙ୍କ ଚୀନ୍ କୁ ଆଉ ଏକ ଆର୍ଥିକ ଝଟକା

Thu Jul 16 , 2020
ବାସ୍ତବ ବ୍ୟୁରୋ-ଚୀନ୍ ଆମଦାନୀକୁ ରୋକିବାକୁ ପାଇଁ ମୋଦୀ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସରକାର ଚାଇନାରୁ ପାୱାର ଟିଲର ଏବଂ ମେସିନ୍ ଅଂଶଗୁଡିକର ଆମଦାନୀକୁ ବନ୍ଦ କରି ଦେଇଛନ୍ତି । ପାୱାର ଟିଲର୍ ହେଉଛି ଏକ କୃଷି ଯନ୍ତ୍ର, ଯାହା ଚାଷ ପାଇଁ ଜମି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ । ସେଗୁଡିକ ଚାଇନାରୁ ବହୁ ସଂଖ୍ୟାରେ ଆମଦାନୀ ହୋଇଥାଏ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]

You May Like

Pin It on Pinterest