ଆଜିର ଖାସ୍ ଖବର

୧-୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ।

୨-ଭୁବନେଶ୍ୱର ରେ ଖୋଲିବା ସପିଂ ମଲ୍ ।

୩-ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ ।

୪-ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର ।

୫-ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ

୬-ଆସନ୍ତା ୧୪ ତାରିଖ ଯାଏଁ କୋରାପୁଟ ଲକଡାଉନ ।

୭-୧୭,୧୪,୨୧୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୧୪୫୬୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୭୩୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୭୭୩୦ ରହିଛି ।

୮-ନୂଆ ଶିକ୍ଷା ନୀତି ଦେଶକୁ ଆତ୍ମନିର୍ଭର କରିବ- ମୋଦୀ

୯-ପ୍ରଧାନମନ୍ତ୍ରୀଙ୍କ ‘ରାଖୀ ଭଉଣୀ’ ଡାକ ଯୋଗେ ରାକ୍ଷୀ ପଠାଇଲେ

୧୦-ଚାଇନିଜ୍ ଆପ୍ ଷ୍ଟୋର୍‌ରୁ ୨୯,୮୦୦ ଆପ୍ ହଟାଇଲା ଆପଲ

୧୧-ବିଶ୍ୱରେ କୋଟିଏ ୭୯ ଲକ୍ଷ ୯୯ ହଜାର ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୮୭ ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୧୩ ଲକ୍ଷ ୧୮ ହଜାର ୭୬୯ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୯୨ ହଜାର ୬୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

୧୨-ଏବେ ଲିପୁଲେଖ ପାସ୍ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟର ୨୯ ଟି ଜିଲ୍ଲାରୁ ୧୪୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ

Sun Aug 2 , 2020
ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ପୁଣି ୧୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୪୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିହ୍ନଟ […]

You May Like

Pin It on Pinterest