ଆଜିର ଖାସ୍ ଖବର

ହୀରାକୁଦ ଜଳଭଣ୍ଡାରର ୮ ଗେଟ୍‌ ଖୋଲା ।

ରାଜ୍ୟରେ ପ୍ରତିଷ୍ଠା ହେବ ୬୫ ନୂଆ ଅଦାଲତ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ଲଘୁଚାପ,୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ।

୧୫ ପରେ ପୁରୀ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ, ଶୀଘ୍ର ସରିବ ୭୫ ମିଟର ଐତିହ୍ୟ କରିଡର ଉଚ୍ଛେଦ

ଏଥର ବନ୍ଦ ରହିବ ବାଲିଯାତ୍ରା! ଦଶହରା ବି ଅନିଶ୍ଚିତ; ୪ ଜଣଙ୍କୁ ନେଇ କେବଳ ମାଟିଉଠା ଅନୁମତି

ଭିମ୍‌ସାରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍ ।

ଓଡ଼ିଶା ପାଇଁ ଗୌରବ: ‘ଗଗନଯାନ’ରେ ମହାକାଶଯାତ୍ରା ପାଇଁ ମନୋନୀତ ହେଲେ ବଲାଙ୍ଗିରର ନିଖିଳ ରଥ।

ଡିପ୍ଲୋମା ପାଠ୍ୟକ୍ରମ ପାଇଁ ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଆବେଦନର ଶେଷ ତାରିଖ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ OJEE।

ଏଣିକି ଘରୋଇ ହସ୍‌ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ ୧୦ ପ୍ରତିଶତ ଶଯ୍ୟା।

ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା, ହୋମ୍ ଆଇସୋଲେସନ୍‌ରେ ରହିଲେ

ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ରହିଛି ବିପିୟୁଟି : ଏବିଭିପି

୨୧,୫୩,୦୧୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୪୮୦୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୩୩୭୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଛି ।

ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ, ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ

ସଂଜୟ ଦତ୍ତ ଅସୁସ୍ଥ, ଲୀଳାବତୀ ହସପିଟାଲରେ ଭର୍ତ୍ତୀ ।

ଅଗଷ୍ଟ ୧୨ରେ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ:ସ୍ୱାଧୀନତା ଦିବସ ଯାଏଁ ଏକ ସପ୍ତାହ ଲାଗି ‘ଗନ୍ଦଗୀ ଭାରତ ଛୋଡୋ’ ଅଭିଯାନ

ମଥୁରା ଓ ବୃନ୍ଦାବନରେ ଅଗଷ୍ଟ ୧୧ରେ ଜନ୍ମାଷ୍ଟମୀ; କୃଷ୍ଣମୟ ହୋଇଉଠିବ ସାରା ପରିବେଶ।

ଆଜି ୧୦ଟାରେ ବଡ଼ ଘୋଷଣା କରିବେ ରାଜନାଥ ସିଂହ , ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା

ଶ୍ରୀଲଙ୍କା : ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମହିନ୍ଦା ରାଜପକ୍ଷେ ।

ସମୁଦ୍ର ପାଣିରେ ଭାସୁଛି ୪ ହଜାର ଟନ୍ ତେଲ, ମରିସସ୍ ରେ ଜରୁରୀକାଳୀନ ସ୍ଥିତି, ଜନବସତି ପାଇଁ ବିପଦ, ଫ୍ରାନ୍ସକୁ ସାହାଯ୍ୟ ମାଗିଲେ ସରକାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋରୋନା ସଙ୍କଟ ସମୟରେ କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର....

Sun Aug 9 , 2020
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରବିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଆର୍ଥିକ ସୁବିଧା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ପ୍ରଭୁ ବଳରାମଙ୍କ ଜନ୍ମ ବାର୍ଷିକୀ। ସମସ୍ତ ଦେଶବାସୀଙ୍କୁ, ବିଶେଷକରି କୃଷକ ଭାଇମାନଙ୍କୁ, ଡାଉଙ୍କ ଜନ୍ମଦିନର ଶୁଭେଚ୍ଛା । ଏହି ପବିତ୍ର ଅବସରରେ ଦେଶରେ କୃଷି କ୍ଷେତ୍ରରେ ଅଧିକ ସୁବିଧା ପାଇଁ ଏକ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର […]

You May Like

Pin It on Pinterest