ଆଜିର ଖାସ୍ ଖବର

ଲଘୁଚାପ ପ୍ରଭାବ, ରାଜ୍ୟରେ ଆହୁରି ୨ ଦିନ ବର୍ଷା

ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ

ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ପୁରୀରେ ଲଗାଣ ବର୍ଷାରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି

ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍‌

ପୁରୀରେ ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା ତାଳଧ୍ବଜ କାମ

କରୋନା ସଂକ୍ରମଣ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି : ମୁଖ୍ୟମନ୍ତ୍ରୀ

ଶିଶୁଙ୍କ ପୋଷଣ ସାଧନ ପାଇଁ ସୁନ୍ଦରଗଡ଼ ଅଙ୍ଗନବାଡ଼ିରେ ‘ମାଣ୍ଡିଆ ଲଡୁ’ ଓ ‘ସ୍ପିରୁଲିନା ଚିକି’ ବଣ୍ଟନ ।

ଆଜି ବାଜପେୟୀଙ୍କର ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ-ପିଏମ ମୋଦୀ

ଭାରତରେ ଅଛି ୪୫ ହଜାରରୁ ଅଧିକ ଏମବିବିଏସ୍ ଏବଂ ଏମଡ଼ି ସିଟ୍ ‌: ପ୍ରଧାନମନ୍ତ୍ରୀ ମୋଦୀ ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ।

ବିଶ୍ୱରେ ୨ କୋଟି ୧୬ ଲକ୍ଷ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୬୮ ହଜାର ୬୦୩ ଜଣଙ୍କର ମୃତ୍ୟୁ ହୋଇଛି ଏଥିରୁ କୋଟିଏ ୪୩ ଲକ୍ଷ ୨୧ ହଜାର ୮୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୫ ଲକ୍ଷ ୯ ହଜାର ୯୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୀମା ସୁରକ୍ଷାରେ ଏନସିସି : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Sun Aug 16 , 2020
ବାସ୍ତବ ବ୍ୟୁରୋ-ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନସିସି) ବର୍ତ୍ତମାନ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ସେବା କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନସିସିର ସମ୍ପ୍ରସାରଣ ସହ ଜଡିତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ସମସ୍ତ ୧୭୩ ସୀମା ଏବଂ ଉପକୂଳ ଜିଲ୍ଲାର ଯୁବକମାନେ ବହୁ ପରିମାଣରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ ୧୫ ରେ ରେଡ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

You May Like

Pin It on Pinterest