ଡିସେମ୍ବର ୩୧ ମଧ୍ୟରେ ବିଧାନସଭା ଅଧିବଶେନ

୨୮/୧୦ ବାସ୍ତବବ୍ୟୁରୋ :ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ , ବସିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର | ବିଧାନସଭାର ନିୟମ ଅନୁସାରେଗୃହ କାର୍ଯ୍ୟ ୬୦ ଦିନ ଚାଲିବାର ବ୍ୟବସ୍ଥା ରହିଛି|

ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାର ଅଛି |ଏହାର ତାରିଖ ଓ ରୂପରେଖ, I ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ |ଶ୍ରୀ ପାତ୍ର କହିଛନ୍ତିଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ|

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିହାର ବିଧାନସଭା ନିର୍ବାଚନକୁ ନେଇ ସୋନୁ ସୁଦଙ୍କ ଟୁଇଟ - ଭୋଟ୍ ଆଙ୍ଗୁଠିରେ ନୁହେ ମୁଣ୍ଡ ଲଗାଇଦିଅନ୍ତୁ....

Thu Oct 29 , 2020
ବାସ୍ତବବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ୨୦୨୦ର ପ୍ରଥମ ପର୍ଯ୍ୟାୟର ମତଦାନ ବୁଧବାର ସକାଳ ୭ ଟାରୁ ୧୬ ଟି ଜିଲ୍ଲାର ୭୧ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ନେତା ଲୋକମାନଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ନିକଟରେ ସୋନୁ ସୁଦ ବିହାର ନିର୍ବାଚନ ସମ୍ପର୍କରେ ଟୁଇଟ୍ କରି […]

You May Like

Pin It on Pinterest