୨୯ ତାରିଖ ମଙ୍ଗଳବାର ଦିନ ୧୦ଟାରେ ବିଜେପିର ବିଶାଳ କୃଷି ସମାବେଶ

ବାସ୍ତବବ୍ୟୁରୋ: ଆସନ୍ତା ୨୯ ତାରିଖ ସୋମବାର ଦିନ ୧୦ଟାରେ , କେନ୍ଦ୍ର ସରକାରଙ୍କ କୃଷି ନିତୀକୁ ସମର୍ଥନ କରି ଓଡିଶା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲେଶ୍ବର କୁରୁଡ଼ାହାଟ ପଡ଼ିଆଠାରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ।

ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ ଚରଣ ମାଝୀ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡକ୍ଟର ଶମ୍ଭୁ କୁମାର, ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ବର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡାଙ୍କ ସମେତ ପାଞ୍ଚ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି, କେନ୍ଦ୍ର ସରକାରଙ୍କ କୃଷି ନୀତିର ସଠିକ ବିଚାରଧାରାର ମାର୍ଗ ଦର୍ଶନ କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ୨୯ ଡିସେମ୍ବର ଆପଣଙ୍କର ଜନ୍ମଦିନ ଆସନ୍ତୁ ଯାଣିବା ଆପଣଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ...

Tue Dec 29 , 2020
ବାସ୍ତବବ୍ୟୁରୋ: ଆଜି ୨୯ ଡିସେମ୍ବର ଆପଣଙ୍କର ଜନ୍ମଦିନ |ଜନ୍ମଦିନର ଶୁଭେଚ୍ଛା ସହିତ ବାସ୍ତବଟିଭିର ଏହି ବିଶେଷ ଉପସ୍ଥାପନାକୁ ଆପଣଙ୍କୁ ସ୍ୱାଗତ | ଏହି ସ୍ତମ୍ଭ ନିୟମିତ ଭାବରେ ଉକ୍ତ ଡିସବରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଆସୁଛୁ |ଆମର ଏ ପ୍ରୟାସ ସହ ଆପଙ୍କ ଭଲପାଇବା ଓ ସଦିଛା ଯୋଡିହୋଇଥିବାରୁ ଆମେ ଋଣୀ |ତେବେ ଆସନ୍ତୁ ଜାଣିବା ଯେଉଁମାନଙ୍କର ଆଜି ଜନ୍ମଦିନ| ସେମାନଙ୍କ ବ୍ୟକ୍ତିତ୍ୱ […]

You May Like

Pin It on Pinterest