ଶେଷହେଲା ରୋହିତ ଶର୍ମା ଙ୍କ ସଙ୍ଗରୋଧ…

ବାସ୍ତବବ୍ୟୁରୋ:ମେଲବୋର୍ଣ୍ଣ: ସିଡନୀରେ ୭ ଜାନୁୟାରୀରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ଫେରିବା ଆଶା କରି ମେଲବର୍ଣ୍ଣର ଏକ ହୋଟେଲରେ ଭାରତୀୟ ଓପନର୍ ରୋହିତ ଶର୍ମା,୧୪ ଦିନର କୋରେଣ୍ଟାଇନ ଶେଷକରି, ମେଲବର୍ଣ୍ଣର ଏକ ହୋଟେଲରେ ନିଜ ସାଥି ଖେଳାଳିଙ୍କ ସହ ଯୋଗଦେଇଛନ୍ତି ।

ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ରୋହିତ ହୋଟେଲରେ ତାଙ୍କ ସାଥୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ଭେଟିଥିବାର ନଜର ଆସିଛନ୍ତି। ଟିମ୍ ଇଣ୍ଡିଆର ସାଥୀ ଖେଳାଳିମାନେ ରୋହିତଙ୍କୁ ସ୍ୱାଗତ କରିଥିଲେ |ରୋହିତ ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଓପନର୍ ଭାବରେ ବେଶ୍ ସଫଳ ହୋଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Thu Dec 31 , 2020
ବାସ୍ତବବ୍ୟୁରୋ:ମେଲବୋର୍ଣ୍ଣ: ସିଡନୀରେ ୭ ଜାନୁୟାରୀରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ଫେରିବା ଆଶା କରି ମେଲବର୍ଣ୍ଣର ଏକ ହୋଟେଲରେ ଭାରତୀୟ ଓପନର୍ ରୋହିତ ଶର୍ମା,୧୪ ଦିନର କୋରେଣ୍ଟାଇନ ଶେଷକରି, ମେଲବର୍ଣ୍ଣର ଏକ ହୋଟେଲରେ ନିଜ ସାଥି ଖେଳାଳିଙ୍କ ସହ ଯୋଗଦେଇଛନ୍ତି । ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ଜାନୁଆରୀ ୧ ରେ ଗ୍ଲୋବାଲ ହାଉସିଂ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତା-ଭାରତ (ଜିଏଚଟିସି-ଇଣ୍ଡିଆ) ଅଧୀନରେ ଥିବା ୬ ଟି ରାଜ୍ୟରେ […]

You May Like

Pin It on Pinterest