କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି ହେବ: ଅଦର ପୁନାୱାଲା

ବାସ୍ତବବ୍ୟୁରୋ:ନୂଆଦିଲ୍ଲୀ: ଆଜି ସେର୍‌ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ) ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟକୁ କୋଭିସିଲ୍ଡ ଟିକା ପଠାଇଛି।ଏସ୍‌ଆଇଆଇ ସିଇଓ ଅଦର ପୁନାୱାଲା କହିଛନ୍ତି କି,ଭାରତ ସରକାରଙ୍କ ପାଇଁ ଏହି ଟିକାର ସ୍ବତନ୍ତ୍ର ମୂଲ୍ୟ ୨୦୦ଟଙ୍କା ରଖାଯାଇଛି | ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।

By social media

ପୁନାୱାଲା ଆହୁରି ବି କହିଛନ୍ତି କି କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ବାରଣ କରାଯାଇଛି। କୋଭିଡ -୧୯ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ ଭାରତ ସରକାରଙ୍କୁ “ବିଶେଷ ମୂଲ୍ୟରେ” ଡୋଜ୍‌ ପିଛା ୨୦୦ ଟଙ୍କାରେ ବିକ୍ରି ହୋଇଛି, ଯାହାର ମୂଲ୍ୟ ପରେ ଅଧିକ ହେବ। ସିରମ୍ ଇନଷ୍ଟିଚ୍ୟୁଟ୍ ଆହୁରି ୩୦୦ରୁ ୪୦୦ ମିଲିୟନ୍‌ ଟିକା ପାଇଁ ଏକ ବୃହତ ଚୁକ୍ତିନାମା ସ୍ୱାକ୍ଷର କରିବା ପ୍ରକ୍ରିୟାରେ ଅଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମକରରୁ ଖୋଲିବ ବ୍ରହ୍ମପୁରର ତିନିଟି ସିନେମା ହଲ୍‌ ଶକ୍ତି, ପାୟଲ, ରୁକ୍ମିଣୀ |

Tue Jan 12 , 2021
ବାସ୍ତବବ୍ୟୁରୋ:କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପାଳନ କରି ବ୍ରହ୍ମପୁର ମହାନଗର ତିନିଟି ସିନେମା ହଲ୍‌ ଶକ୍ତି, ପାୟଲ, ରୁକ୍ମିଣୀ କୁ ଖୋଲିବା ପାଇଁ, ବ୍ରହ୍ମପୁର ମହାନଗରନିଗମ କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅନୁମତି ଦେଇଥିବା ସୂଚନା ମିଳିଛି। ଏହି ତିନିଟି ସିନେମା ହଲ୍‌ ୧୪ତାରିଖରୁ ଖୋଲିବ। ତେବେ କୋଭିଡ୍‌ ନିୟମ ଅବମାନନା ହେଉଥିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ସିନେମାହଲ୍‌ ଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

You May Like

Pin It on Pinterest