ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବାଣିଜ୍ୟ ବିଭାଗରେ ନାମଲେଖା ଆରମ୍ଭ ।

ବାସ୍ତବବ୍ୟୁରୋ: (ଭୁବନେଶ୍ବର)ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇ କହିଛନ୍ତିକି,ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବାଣିଜ୍ୟ ବିଭାଗରେ ନାମଲେଖା ଆରମ୍ଭ ହେବ। ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଲାଗି ଛାତ୍ର ଛାତ୍ରୀଙ୍କ ଲାଗି ଇଡବ୍ଲୁଏସ କୋଟାରେ ଆଡ଼ମିଶନ ଅନ୍‌ଲାଇନ୍‌ରେ କରାଯିବ କାରଣ ।କିଛି ସ୍ଥାନରୁ ଆଡ଼ମିଶନ ସମ୍ପର୍କିତ ଅନିୟମିତତା ଆସିବା ପରେ ସ୍ୱଚ୍ଛତା ରଖିବା ପାଇଁ, ଏହି ନିଷ୍ପତ୍ତି ନିଆ ଯାଇଛି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲି (ରବିବାର) ଓଡିଶାରେ କାହାକୁ କରୋନା ଟିକା ଦିଆଯିବ ନାହିଁ |

Sat Jan 16 , 2021
ବାସ୍ତବବ୍ୟୁରୋ:ଆସନ୍ତାକାଲି (ରବିବାର) ଓଡିଶାରେ କାହାକୁ କରୋନା ଟିକା ଦିଆଯିବ ନାହିଁ |ଆଜି ଦେଶରେ କୋରାନା ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନ ଟୀକାକରଣ ପରେ ଓଡିଶା ସରକାର କହିଛନ୍ତି ଯେ ରବିବାର ଦିନ ରାଜ୍ୟରେ କାହାକୁ ଟିକା ଦିଆଯିବ ନାହିଁ। ସରକାର କହିଛନ୍ତି ଯେ ସେମାନେ ଦିନେ ଟିକା ନେଉଥିବା ଲୋକଙ୍କ ଅବସ୍ଥା ଉପରେ ନଜର ରଖିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ […]

You May Like

Pin It on Pinterest