ଆଜିଠାରୁ ପଲ୍‌ସ ପୋଲିଓ ବୁନ୍ଦା,ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ କରୋନା ଟିକାକରଣ ବନ୍ଦ…

ବାସ୍ତବବ୍ୟୁରୋ: ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁଯାୟୀ ଆଜିଠାରୁ ( ରବିବାର) ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ କରୋନା ଟିକାକରଣ ସାରା ରାଜ୍ୟ ରେ ବନ୍ଦ ରହିବ। କାରଣ ୩୧ତାରିଖରୁ ୩ଦିନ ଧରି ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ରହିଥିବାରୁ,କରୋନା ଟିକାକରଣକୁ ସ୍ଥଗିତ ରଖାଯାଇଛି।

Photo: social media

୧୬ ଜାନୁୟାରୀ ଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଆଜି ଠାରୁ ପୋଲିଓ ବୁନ୍ଦା ଦିଆଯିବାପାଇଁ ସ୍ଥିର କରାଯାଇଛି । ୫ବର୍ଷରୁ କମ୍ ଶିଶୁ ଏହି ପୋଲିଓ ବୁନ୍ଦା ଦିଆଯିବ। ରାଜ୍ୟରେ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧ ଫ୍ରେବୁୟାରୀ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ...

Sun Jan 31 , 2021
ବାସ୍ତବବ୍ୟୁରୋ: ଆସନ୍ତା ୧ ଫ୍ରେବୁୟାରୀଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଘନତାପାଇଁ,ରାଜ୍ୟର କୋଭିଡ କଟକଣା ଭିତରେ ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାସହ, ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ […]

You May Like

Pin It on Pinterest