ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତ୍ତର

ବାସ୍ତବବ୍ୟୁରୋ:(ପୁରୀ) ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତ୍ତର ଆହତ ।ଗତ ରାତ୍ରୀରେ ଚନ୍ଦନପୁର ଥାନା ମଧୁବନ ବାଲିଆ ଗାଁରେ ସାମାନ୍ୟ ବଚସାରୁ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତ୍ତର ଆହତ ହୋଇ ଚିକିସ୍ଛାଧିନ ।

ମିଳିଥିବା ଖବର ଅନୁସାରେ, ଗତ କଲି ରାତିରେ ମଧୁବନ ବାଲିଆ ଗ୍ରାମରେ କୌଣସି କଥାକୁ ନେଇ ଦାମ ସ୍ୱାଇଁ, ଦୁଃଶାସନ ଓ ଅନ୍ୟମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାମ ସ୍ୱାଇଁ ପ୍ରାୟ ରାତି ୨ଟା ସମୟରେ ଦୁଃଶାସନଙ୍କୁ ଆକ୍ରମଣ କରିଥିଲେ । ହେଲେ ଦୁଃଶାସନ ଓ ତାଙ୍କର ସାଥୀମାନଙ୍କ ସଙ୍ଘବଧ ପାଲଟା ଆକ୍ରମଣ କରିବାରୁ ଘଟଣାସ୍ଥଳରେ ୪୫ ବର୍ଷିୟ ଦାମ ସ୍ୱାଇଁଙ୍କର ମୃତ୍ୟୁ ହୋଇଥିଲା ।ଏହି ହତ୍ୟାର ମୁଖ୍ୟ ଅଭିଯୁକ୍ତ ଦୁଃଶାସନ ବାରିକି ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶର ୬ ଟି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଛି।

Thu Mar 4 , 2021
ବାସ୍ତବବ୍ୟୁରୋ :ଦେଶର ୬ ଟି ରାଜ୍ୟ – ମହାରାଷ୍ଟ୍ର, କେରଳ, ପଞ୍ଜାବ, ତାମିଲନାଡୁ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସପ୍ତାହର ଯେକୌଣସି ଦିନ ତଥା ଯେ କୌଣସି ସମୟରେ ଲୋକଙ୍କ ସୁବିଧା ଅନୁଯାୟୀ ସରକାର ଟୀକାକରଣକୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ ଏହି ପଦକ୍ଷେପ ଲୋକଙ୍କୁ ସହଜ କରିବ। ଡାକ୍ତରଖାନା ମଧ୍ୟ […]

You May Like

Pin It on Pinterest