
୧-ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ଉଚ୍ଚ ଶିକ୍ଷା ମନ୍ତ୍ରୀ।
୨-ଜାମ୍ମୁ କାଶ୍ମୀର ବିକାଶ ଖସଡ଼ା: ତିନି ମାସ ମଧ୍ୟରେ ନିଯୁକ୍ତି ପାଇବେ ୫୦ହଜାର।
୩-ଝାରସୁଗୁଡ଼ା:ଅଭାବୀ ଯୁବକ ଶଶିକାନ୍ତ ଶର୍ମାଙ୍କ ସଫଳ କାହାଣୀ, ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ ।
୪-ଭୁବନେଶ୍ୱର ପରେ ଦବିଲା କଟକ କାଠଯୋଡ଼ି ପୋଲ, ଗାଡି ଚଳାଚଳ ବନ୍ଦ।
୫-ନୂଆଖାଇକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ରେ ଆଗୁଆ ଦରମା ଦେବାକୁ ସରକାରଙ୍କ ନିର୍ଦ୍ଦେଶ।
୬-ପୁରୀ: ଆଜି ଭଙ୍ଗା ଯିବ ଏମାର ମଠ।ମହନ୍ତଙ୍କୁ ନୋଟିସ, ମିଳିପାରେ ଗୁପ୍ତ ଧନ।
୭-ଦେଶର ଦ୍ଵିତୀୟ ରେଳ ଷ୍ଟେସନ ଭାବେ ସମ୍ଵଲପରୁ ରେଳ ଷ୍ଟେସନ ‘ନୋ ପ୍ଲାଷ୍ଟିକ ଜୋନ’ ଘୋଷଣା।
୮-କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଚିଠି, ୨,୧୨୩ କୋଟିର ବକେୟା ସବ୍ସିଡି ରାଶି ଦାବି କଲେ ନବୀନ।
୯-ନୁଆ ୭୫ଟି ମେଡିକାଲ କଲେଜ, ଆଖୁ ଚାଷୀଙ୍କୁ ସବସିଡି… ମୋଦୀ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି।ମେଡିକାଲ କଲେଜ ଆଗାମୀ ୩ ବର୍ଷର ଭିତରେ ଖୋଲାଯିବ।ବଢ଼ିବ ୧୫,୭୦୦ ଏମ୍ବିବିଏସ୍ ସିଟ୍।
୧୦-କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଥିରେ
ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ
ଦିଆଯିବ ଗୁରୁତ୍ୱ।


