ଉଚ୍ଚଶିକ୍ଷା ବିଭାଗ ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ବିଜ୍ଞପ୍ତି ଜାରି କରିଛି |

ବାସ୍ତବବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ବିଜ୍ଞପ୍ତି ଜାରି କରିଛି | ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା । +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।ଏହି ପରୀକ୍ଷା ୩୦ ତାରିଖରେ ହେବ |

କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ,ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ?ଅଧିକ ଓଜନ ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ ନୁହେଁ ତ ?

Fri Mar 26 , 2021
ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ? ଆପଣ ଜାଣିଲେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବେ | ବାସ୍ତବବ୍ୟୁରୋ:ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅଧିକ ଓଜନ ଏବଂ ମେଦବହୁଳତାର ଶିକାର ହୋଇ ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ମେଦବହୁଳତା ଏବଂ ଅତ୍ୟଧିକ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ, ଉଭୟଙ୍କ ମଧ୍ୟରେ କିପରି ପାର୍ଥକ୍ୟ ହେବ? ପ୍ରତ୍ୟେକ ମଣିଷର ଆଦର୍ଶ ଓଜନ […]

You May Like

Pin It on Pinterest