ଟଙ୍କପାଣି ରୋଡ୍ ତରୁ ଆପାର୍ଟମେଣ୍ଟକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ ….

ବାସ୍ତବବ୍ୟୁରୋ:ଭୁବନେଶ୍ୱର ମହାନଗର ନିଗମ ସୂଚନାନୁଯାଇ ଭୁବନେଶ୍ୱରରର ଟଙ୍କ ପାଣି ରୋଡ୍‌ ସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍‌ କରାଯାଇଛି ।

photo: social media


ଆପାର୍ଟମେଣ୍ଟ୍‌ରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ, ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି । ଆପାର୍ଟମେଣ୍ଟ୍‌ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାରୁ କେହି ଆପାର୍ଟମେଣ୍ଟ୍‌ ଭିତରକୁ ଯାଇପାରିବେ ନାହିଁ । କେବଳ ସ୍ୱୀକୃତି ଦିଆଯାଇଥିବା ମହାନଗର ନିଗମ ଅଧିକାରୀ ଭିତରକୁ ଯାଇପାରିବେ ବୋଲି ,ମହାନିଗମ ଏକ ବିଜ୍ଞପ୍ତି ଜାରିକରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁନ୍ଦରଗଡ଼ ଜିଲ୍ଲାର କିଛି ଅଂଚଳକୁ ୧୨ ତାରିଖ ପର୍ଯ୍ୟନ୍ତ ସଟଡାଉନ...

Wed Apr 7 , 2021
ବାସ୍ତବବ୍ୟୁରୋ:ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇ ଥିବା ବେଳେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ,ବାଲିଶଙ୍କରା ବ୍ଲକର ବନଡେଗା ଓ ଲୁଲକିଡିହି ଗ୍ରାମକୁ ୫ ତାରିଖରୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ବାସୀଙ୍କୁ ସଚେତନ କରାଯିବା ସହ ସଂକ୍ରମଣ ରୋକିବା ପାଇଁ କୋଭିଡ ନିୟମର ସମସ୍ତ ପଦକ୍ଷେପ ନିଆଯାଉଛି । ଏହି ଜୋନ୍ କୁ ୧୨ […]

You May Like

Pin It on Pinterest