ଆଜିର ଖାସ୍ ଖବର

୧-ଭୁବନେଶ୍ୱର:ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର- କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ଅଟକାଇଲେ ଗାଡି।

୨-ଟ୍ରାଫିକ ଧରପଗଡ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କୋହଳ।

୩-ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍।

୪-ଦ୍ୱିତୀୟ ପର୍ଯ୍ୟାୟ ଅବଢ଼ା ଯୋଜନା ପାଇଁ ପୁରୀକୁ ପୁଣି ୧୦୦ କୋଟି : ମୁଖ୍ୟମନ୍ତ୍ରୀ

୫-କଡା ଟ୍ରାଫିକ ନିୟମର ପ୍ରଭାବ, ଗାଡି କାଢିଲେନି ଲୋକ- ପେଟ୍ରୋଲ ପମ୍ପମାନଙ୍କରେ ୪୧ କୋଟି କ୍ଷତି !

୬-ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ, ବଡ଼ ଗାଡ଼ି ବିକ୍ରିରେ ୩୧. ୫୭ ପ୍ରତିଶତ ହ୍ରାସ।

୭-ଲ୍ୟାଣ୍ଡର “ବିକ୍ରମ ଭଲ ଅଛି, କୌଣସି ଅଂଶ ଭାଙ୍ଗିନି”,ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଠା ଜାରି ରହିଛି : ଇସ୍ରୋ

୮-୩୭୦ ହଟିବାରୁ ଏବେ ଦକ୍ଷିଣରେ ପାକିସ୍ତାନର ହମଲା ଷଡ଼ଯନ୍ତ୍ର, ମିଳିଲା ପରିତ୍ୟକ୍ତ ଡଙ୍ଗା, ଅନେକ ରାଜ୍ୟରେ ହାଇ ଆଲର୍ଟ ଜାରି।

୯-‘କିଷାନ ମାନ ଧନ’ ଯୋଜନାରେ ଚାଷୀଙ୍କୁ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ୍ ଦେବେ କେନ୍ଦ୍ର ସରକାର।

୧୦-ପାଞ୍ଚ କୋଟି ଅତିକ୍ରମ କଲା ଟ୍ୱିଟରରେ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା, ଟପ୍ ୨୦ରେ ଏକମାତ୍ର ଭାରତୀୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଶ୍ୱତ୍ଥ ଗଛକୁ ଛୁଇଁ ଭକ୍ତିରେ କୁହନ୍ତୁ ଏ ତିନି ଶବ୍ଦ ପୁରାଣ ହେବ ସବୁ ମନସ୍କାମନା

Tue Sep 10 , 2019
ଏହି ଦୁନିଆରେ ପ୍ରତି ବ୍ୟକ୍ତିକୁ ସୁଖ ଏବଂ ଦୁଃଖର ସାମ୍ନା କରିବାକୁ ପଡିଥାଏ | ମନ୍ୟୁଷ ଜୀବନରେ ସୁଖ ଆଉ ଦୁଃଖ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କିନ୍ତୁ କିଛି ବ୍ୟକ୍ତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳୁଥିବା ବେଳେ କିଛି ବ୍ୟକ୍ତିଙ୍କ ଜୀବନ କାଳ ମଧ୍ୟରେ ଦୁଃଖ ହିଁ ଦୁଃଖ ମିଳିଥାଏ | ତଥାପି ବ୍ୟକ୍ତି ମନରେ ଆଶା ବାନ୍ଧିଥାଏ କେବେ ନା କେବେ ଦୁଃଖର […]

You May Like

Pin It on Pinterest