ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି…

ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ ।

ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ ଖାଲିଥିବା ପିପିଲି ପାଇଁ ହେଉଥିବା ଉପନିର୍ବାଚନରେ , , କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ରହିଥିଲା । ଆଜି ଉପନିର୍ବାଚନ ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ,ମେ’ ୧୩ ତାରିଖରେ ନିର୍ବାଚନ ହେବଏବଂ ୧୬ ତାରିଖରେ ଭୋଟ୍‌ ଗଣତି ହେବ । ତେବେ ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟିକା ନେଲେ ମୃତ୍ୟୁହାର କମିବ ହେଲେ କରୋନା ହେବ

Mon Apr 19 , 2021
ଭୁବନେଶ୍ବର:ଦିନକୁ ଦିନ କାୟା ବିସ୍ଥାରୁଛି କରୋନା,ବଢି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା |ନାଇଟ କରଫୁ ,ସଟଡାଉନ କିଛି କାମ ଦଉନି| କୋଭିଡ ଟୀକା ନେଲେବି ପୁଣି ସଂକ୍ରମିତ ହେଉଛନ୍ତି,ଏ ସମ୍ପର୍କରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କରୋନା ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ସେ ଏକଥାବି କହିଛନ୍ତି କି,ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ […]

You May Like

Pin It on Pinterest