କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର…

ବାସ୍ତବବ୍ୟୁରୋ: କଟକରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି , ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର । ସିଏମସି କମିଶନର ଅନନ୍ୟା ଦାସ,କଟକ ବାସୀଙ୍କୁ ଅନୁରୋଧ କରିଛନ୍ତିକି, ଯେ କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ସିଏମସିକୁ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା ପାଇଁ । ଏଥି ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । ନମ୍ବରଟି ହେଲା ୭୦୭୭୭୭୫୫୫୫ ।

ଏଥିସହ କୌଣସି ପ୍ରକାର ଜରୁରୀ ସେବା ପାଇଁ ୧୮୦୦୩୪୫୮୨୮୯ ନମ୍ବର ଜାରି କରାଯାଇଛି । ଏହି ନମ୍ବର କେବଳ ଜରୁରୀ ସେବା ପାଇଁ ବ୍ୟବହାର କରିବାକୁ ସିଏମସି ତରଫରୁ ଅନୁରୋଧ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ହ୍ବାଟସ୍ ଆପ୍ ର ଡିଲିଟ୍ ହୋଇଥିବା ଜରୁରୀ ମେସେଜ୍ ପଢିବାକୁ ଚାହାଁନ୍ତି ? ଆପଣାନ୍ତୁ ଏହି ସରଳ ଟ୍ରିକ

Wed Apr 21 , 2021
ବାସ୍ତବବ୍ୟୁରୋ:ଇନଷ୍ଟାଣ୍ଟ ମେସେଜିଂ ହ୍ବାଟସ୍ ଆପ୍ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି କାରଣ ବ୍ୟବହାରକାରୀଙ୍କ ସୁବିଧା ଅନୁଯାୟୀ ଏହି ଆପରେ ଅନେକ ବୈଶିଷ୍ଟ୍ୟ ଅଛି | ଚାଟିଂ ବ୍ୟତୀତ ଏଥିରେ ଭଏସ୍ କଲିଂ ଏବଂ ଭିଡିଓ କଲିଂ ଭଳି ବିଶେଷ ବୈଶିଷ୍ଟ୍ୟ ଅଛି | ଉଲ୍ଲେଖଥାଉ କି, ଆପ୍ ର ଏକ ଅଦୃଶ୍ୟ ବାର୍ତ୍ତା ବୈଶିଷ୍ଟ୍ୟ ଅଛି, ଯେଉଁଥିରେ ହ୍ବାଟସ୍ ଆପ୍ କୁ ପଠାଯାଇଥିବା ମେସେଜ୍ ଡିଲିଟ୍ ହୋଇଯାଏ […]

You May Like

Pin It on Pinterest