ଆଜିଠାରୁ ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ…

Photo: social media

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ମହାମାରୀ ସଂକ୍ରମଙ୍କୁ ନଜରରେ ରଖି ,ଏବେ ଟ୍ରେନରେ ବି କ୍ୟାଟରିଂ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି |ଇଷ୍ଟକୋଷ୍ଟ ରେଲୱେ ସୂଚନାନୁଯାଇ, ଆଜିଠାରୁ ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ହେଲେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଯାତ୍ରୀମାନେ ନିଜ ଖାଦ୍ୟ ବ୍ୟବସ୍ଥା ନିଜେ କରିବାପାଇଁ ପରାମର୍ଶ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମ୍ପୂର୍ଣ୍ଣ ଟିକା ନେଇସାରିଥିଲେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ...

Thu Apr 29 , 2021
ବାସ୍ତବବ୍ୟୁରୋ:(ଓ୍ୱାଶିଂଟନ) କରୋନା ଆତଙ୍କରେ ବିଶ୍ୱ ଯେତେବେଳେ ତ୍ରାହି ତ୍ରାହି ଡାକୁଛି,ଏହି ସମୟରେ ଏମିତ ଏକ ଖବର ଆସିଛି ଯେ,ଯେଉଁ ମାନେ କରୋନାର ଦୁଇଟି ଡୋଜ ଟୀକା ନେଇସାରିଛନ୍ତି ମାସ୍କ ପିନ୍ଧିବାର ଆଵଶ୍ୟକତା ନାହିଁ |ଏ ଖାବର ଆମେରିକା ସରକାରଙ୍କର | ଆମେରିକାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି […]

You May Like

Pin It on Pinterest