ଅକ୍ସିଜେନ ଅଭାବରୁ ଡାକ୍ତରଖାନାରେ ୨୪ ରୋଗୀଙ୍କ ମୃତ୍ୟୁ…

  • ଏହି ରୋଗୀମାନେ ଅକ୍ସିଜେନ ଅଭାବ ଓ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ବରଣ କରିଛନ୍ତି | ମନ୍ତ୍ରୀ ସୁରେଶ କୁମାର କହିଛନ୍ତି ଯେ ଅଡିଟ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି,ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ବାସ୍ତବବ୍ୟୁରୋ:କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରୁ ବହୁତ ଦୁଖଦଃ ଖବର ଆସୁଛି |ଏଠାରେ ଥିବା ଜିଲ୍ଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀ ମୃତ୍ୟୁ ହୋଇଛି ।ଏଥିରେ କରୋନା ସଂକ୍ରମିତ ରୋଗୀ ମଧ୍ୟ ସାମିଲ ଅଛନ୍ତି । କୁହାଯାଉଛି ଯେ ଏହି ରୋଗୀମାନେ ଅମ୍ଳଜାନ ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ମନ୍ତ୍ରୀ ସୁରେଶ କୁମାର କହିଛନ୍ତି ଯେ ଏକ ଅଡିଟ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

NEET PG 2021- ଚାରିମାସ ପାଇଁ ସ୍ଥଗିତ, ୧୦୦ ଦିନର କୋଭିଡ ଡ୍ୟୁଟି କରୁଥିବା ଚିକିସ୍ଛା କର୍ମଚାରୀଙ୍କୁ ସରକାରୀ ନିଯୁକ୍ତିରେପ୍ରାଥମିକତା ଦିଆଯିବ...

Mon May 3 , 2021
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଜାରି କରିଛନ୍ତିକି, ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିଟ୍ ପିଜି ଚାରିମାସ ପାଇଁ ସ୍ଥଗିତ ରଖାଯାଇଛି। ବାସ୍ତବବ୍ୟୁରୋ:ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିଟ୍ ପିଜି ଚାରିମାସ ପାଇଁ ସ୍ଥଗିତ ରଖାଯାଇଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତା ବୃଦ୍ଧି […]

You May Like

Pin It on Pinterest