ଆଜିର ଖାସ୍ ଖବର

୧-ଆଜି କିଟ୍ ଆସୁଛନ୍ତି ଶଙ୍କରାଚାର୍ଯ୍ୟ,ସଂଧ୍ୟାରେ ଉଦ୍‌ଘାଟନ କରିବେ କିଟ୍‌ର ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର।

୨-୧୮ ସଂସଦୀୟ କମିଟିରେ ରହିଲେ ଓଡ଼ିଆ ସାଂସଦ: ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ହେଲେ ଡଃ ଅଚ୍ୟୁତ ସାମନ୍ତ ।

୩-ଶରତର ଧଳା ମେଘ ଭର୍ତ୍ତି ଆକାଶ ତଳେ କାଶତଣ୍ଡୀର ସମ୍ଭାର: ପାର୍ବଣ ଆଗମନର ଦେଲାଣି ସୂଚନା…

୪-ସମ୍ବଲପୁର: ଟ୍ରକ ମାଲିକକୁ ୬ ଲକ୍ଷ ୪୦ହଜାର ୧୦୦ ଟଙ୍କା ଫାଇନ।ଟ୍ରକଟି ଏବେ ପରିବହନ ହେପାଜତରେ।

୫-‘ମୋ ସରକାର’କାର୍ଯକ୍ରମ:ଭଲକାମ କଲେ ଅଫିସର ଓ କର୍ମଚାରୀଙ୍କୁ ମିଳିବ ଆଗୁଆ ପଦୋନ୍ନତି, ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ।

୬-ବିଏସଏନଏଲର ୧୯୮ ଟଙ୍କିଆ ପ୍ଲାନ ‘ଜିଓ’ ଓ ‘ଏୟାରଟେଲ’କୁ ଦେଲା ମାତ୍, ୫୪ ଦିନ ପର୍ଯ୍ୟନ୍ତ ୨ ଜିବି ଡାଟା।

୭-ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା- ଚାରିପଟୁ ଉଛେଦ ନେଇ ପରେ ନିଷ୍ପତି: ମନ୍ତ୍ରୀ ଅଶୋକ ପଣ୍ଡା।

୮-ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍‌।ବାର୍ଷିକ ୪୦ ହଜାରରୁ କମ୍ ‌ଆୟ ଥିବା ମହିଳାଙ୍କୁ ଏହି ପେନସନ୍ ମିଳିବ।

୯-କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ।

୧୦-ନୂଆ ଘର କିଣିଲେ ମିଳିବ ୧.୫ ଲକ୍ଷ ଟଙ୍କାର ଅତିରିକ୍ତ ରିହାତି, ଗାଁରେ ନିର୍ମାଣ ହେବ ୧.୯୫ କୋଟି ଘର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

୧୧-ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା।ମାସକ ଭିତରେ ବରଖାସ୍ତ ହେଲେଣି ୩୭ କର୍ମଚାରୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Sep 16 , 2019
୧-ପୁଲିସ ଡରରେ ନୁହେଁ ନିଜ ସୁରକ୍ଷା ପାଇଁ ହେଲମେଟ୍‌ ପିନ୍ଧନ୍ତୁ – ଡିସିପି ସାଗରିକା ନାଥ। ୨-ଶେଷରେ ରାଜହଂସ ଦ୍ବୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍‌ ହ୍ଵା, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିବାରେ ସଫଳ ହେଲା ସିଙ୍ଗାପୁରର MV-ଚିତା। ୩-ବୈ।ଦ୍ଧ:ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ। ୪-ଅନୁଗୁଳ:ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ୬୦ଲକ୍ଷ ଟଙ୍କା ହଡପ କଲେ HDFCବ୍ୟାଙ୍କ୍ ମ୍ୟାନେଜର ଶକ୍ତି […]

You May Like

Pin It on Pinterest