୧-ନନ୍ଦନକାନନରେ ଘାତକ “ହରଫିସ” ଭୂତାଣୁରେ ୪ଟି ହାତୀଙ୍କ ମୃତ୍ୟୁ, ମୁକାବିଲା ପାଇଁ ବିଦେଶରୁ ଆସିବେ ସ୍ୱତନ୍ତ୍ର ଟିମ।
୨-୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା।
୩-ନୁଆ ଶିକ୍ଷାନିତିକୁ ନୂଆଦିଲ୍ଲୀରେ ବୈଠକ, ଓଡ଼ିଶାରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ବୈଷୟିକ ଓ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦେଲେ ଯୋଗ।
୪-ବାଜିଲା ବିଗୁଲ, ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ।୨୪ ହେବ ଗଣତି।
୫-କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍ର ସବୁ ପ୍ରକାର ସେବା ବନ୍ଦ ।
୬-ଖୋଲିଲା ନର୍ସ ନିହାରିକାର ହତ୍ୟା ଗୁମର, ସ୍ଵୀକାର କଲା ରାଜା, ସେ ହିଁ ହତ୍ୟାକାରୀ।
୭-ହ୍ଯୁଷ୍ଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଜି ‘ହାଓଡି ମୋଦି’, ଯୋଗଦେବେ ଟ୍ରମ୍ପ।
୮-ରାଜ୍ୟରେ ଟ୍ରାଫିକ ନିୟମ ୩ମାସ କୋହଳକୁ OHRCଙ୍କ ଟାର୍ଗେଟ, କହିଲେ ଦୁର୍ଘଟଣା ଘଟିଲେ କିଏ ଦାୟୀ?
୯-ମହିଳା ସଶକ୍ତିକରଣ ଉପରେ ଆଧାରିତ ସିନେମା ‘କ୍ରାନ୍ତିଧାରା’କୁ ମିଳିଛି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ, ପାଇଛି ଏସିଆନ୍ ଏକ୍ସଲେନ୍ସ ଫିଲ୍ମ ପୁରସ୍କାର।
୧୦-ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।



