ମୋଦୀ ସରକାରଙ୍କ ସାତ ବର୍ଷ ପୁର୍ତ୍ତୀ ଉପଲକ୍ଷେ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ- ଜେପି ନଡ୍ଡା

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କରୋନା ମହାମାରୀର ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏହି ଅବସରରେ କରୋନା କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ଦଳ ଏକ ବଡ଼ ଧରଣର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମେ ୩୦ ରେ କେନ୍ଦ୍ର ସରକାରଙ୍କ ସପ୍ତମ ବାର୍ଷିକୀ ପାଳନ ପାଇଁ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏଥର ଦଳ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବ ନାହିଁ। ବିଜେପି ଶାସିତ ସମସ୍ତ ରାଜ୍ୟରେ, କରୋନା କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ଦଳ ଏକ ବଡ଼ ଧରଣର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭେଣ୍ଟିଲେଟର୍‌ ଯୁଦ୍ଧ...!

Sun May 23 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍‌ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍‌ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍‌ ଦେଇଛନ୍ତି। ଏହି […]

You May Like

Pin It on Pinterest