ଆଜିର ଖାସ୍ ଖବର

୧-ବ୍ଲକ୍‌ରେ ଖୋଲିବ ଡିଏଲ୍‌ କ୍ୟାମ୍ପ, ମିଳିବ ଲର୍ଣ୍ଣିଂ ଲାଇସେନ୍ସ: ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

୨-ନୁଆ ଦିଲ୍ଲୀ:ଭୂକମ୍ପରେ ପିଓକେ ଛାରଖାର, ୨୩ ମୃତ, 300ରୁ ଉର୍ଦ୍ଧ୍ବ ଆହାତ।

୩-ପୂର୍ତ୍ତ ବିଭାଗରେ -5ଟି : ଜାରି ହେଲା ନୂଆ ବଦଳି ନୀତି ତିନି ବର୍ଷରୁ ଅଧିକ ଗୋଟିଏ ସ୍ଥାନ ଓ ପଦବୀରେ ରହିବେନି ଯନ୍ତ୍ରୀ , ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ

୪-ପିଆଜ ସହ ତାଳ ଦେଇ ବଢ଼ିଲାଣି ପେଟ୍ରୋଲ୍‌ ଓ ଡିଜେଲ୍ ଦର।

୫-ଫେସବୁକ,ହ୍ବାଟସପ ଆଦି ସାମାଜିକ ଗଣମାଧ୍ୟମଗୁଡିକ ଉପରେ ଲାଗିବ ଅଙ୍କୁଶ, ଗାଇଡ ଲାଇନ ଆଣିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

୬-ପୂଜା ଭେଟି, EPF ସୁଧ ହାର ୮.୬୫କୁ ବୃଦ୍ଧି କଲେ କେନ୍ଦ୍ର ସରକାର, 6 କୋଟି ଲୋକଙ୍କୁ ମିଳିବ ଫାଇଦା।

୭-ଗଠନ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌, ଦାୟିତ୍ୱରେ ରହିବେ ୩୦ଜଣ ତଦନ୍ତକାରୀ ଅଫିସର।

୮-୩୮ ବର୍ଷ ପୁରୁଣା ନିୟମ ଉଚ୍ଛେଦ କଲେ ଯୋଗୀ, ଏବେ ନିଜ ଆୟକର ନିଜେ ଭରିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ।

୯-ବିଗ ବି ଅମିତାଭ ବଚ୍ଚନଙ୍କୁ ମିଳିବ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ।

୧୦-ଭୟଙ୍କର ରୁପ ନେଲା ବାତ୍ୟା ହିକ୍କା, ଗୁଜରାଟ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କଲା ପାଣିପାଗ ବିଭାଗ।

୧୧-୨୫୦୦୦ କୋଟି ମନି ଲଣ୍ଡରିଂ, ଏନସିପି ମୁଖ୍ୟ ସରତ ପାୱାର ଇଡି ନଜରରେ ।

୧୨-୭ଟି ଜିଲ୍ଲାରେ ଅରେଞ୍ଜ ଓ ୧୩ଟି ଜିଲ୍ଲା କୁ ଏଲୋ ୱର୍ଣିଙ୍ଗ ,ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳବାଇ ର ପୂଜାଭେଟି

Wed Sep 25 , 2019
ପୂର୍ବତଟ ରେଳପଥ ରୁ ଏବଂ ଏହା ମଧ୍ୟଦେଇ ୧୩ ଯୋଡ଼ା ପୂଜା ସ୍ୱତନ୍ତ୍ର ଟ୍ରେନ : ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଅଛି – ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ଯାତ୍ରୀ ମାନେ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଟିକେଟ ବୁକ କରିପାରିବେ I ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ […]

You May Like

Pin It on Pinterest