ଆଜିର ଖାସ୍ ଖବର

୧-ନୂଆ ସଡ଼କ ଯାନ ଆଇନ ନେଇ ଏସପି ଓ ଆରଟିଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇବାକୁ ଦେଲେ ନିର୍ଦ୍ଦେଶ।

୨-ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌, ଟେଣ୍ଡରକୁ ମିଳିଲା ରାଜ୍ୟ କ୍ୟାବିନେଟର ଅନୁମୋଦନ।

୩-ଦିନକରେ ଆରଟିଓ ଅଫିସରୁ ବନ୍ଧାହେଲେ ୮ ଓ ମେଡିକାଲରୁ ୩୦ ଦଲାଲ।

୪-ମୁଖ୍ୟମନ୍ତ୍ରୀଙ୍କ 5-T ଆଧାରରେ ଏଣିକି ଚାକିରିରେ ପ୍ରଭାବହୀନ ପ୍ରଦର୍ଶନ କରୁଥିବା କିମ୍ବା ଯେଉଁମାନଙ୍କର କାର୍ଯ୍ୟ ଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଆଗୁଆ ଅବସର ଦିଆଯିବ: ସାଧାରଣ ପ୍ରଶାସନ ବିଭାଗ ।

୫-ବଦଳିଲା ସରକାରଙ୍କ ନିଷ୍ପତ୍ତି, ଉଭୟ ଅନଲାଇନ ଓ ଅଫ ଲାଇନରେ ଡିସେମ୍ବର ୩୧ ଯାଏ ମିଳିବ ପଲ୍ୟୁସନ ପ୍ରମାଣପତ୍ର।

୬-ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି।୨୮ ତାରିଖ ପୂର୍ବାହ୍ନରେ ଗଞ୍ଜାମର ଗୋଳାବନ୍ଧ ଆର୍ମି ଏଡି କଲେଜରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ।

୭-୨୮କୁ ଘୁଞ୍ଚିଲା ଗେଟ୍ ପଞ୍ଜିକରଣ,୩୦ ରେ ସିଟିଇଟି ପଞ୍ଜିକରଣ ଶେଷ।

୮-ଚିନ୍ନୟାନନ୍ଦ ମାମଲା, ଗିରଫ ହେଲେ ଆଇନ ଛାତ୍ରୀ ସିଜେଏମ ଅଦାଲତ ଆଇନ ଛାତ୍ରୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

୯-୧୦ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଧାନ ସଂଗ୍ରହ ଟାର୍ଗେଟ୍ ୬୦ ଲକ୍ଷ ଟନ୍ , ବିନିଯୋଗ ହେବ ୨୪୩୫ କୋଟି ପୁଞ୍ଜି, ନିଯୁକ୍ତି ପାଇବେ ୫୪୩୨।

୧୦-ବିପିନ୍ ରାଓ୍ବତ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ ଅଧ୍ୟକ୍ଷ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 28 , 2019
୧-ଓସିଏ ସଂପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା।ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ । ୨-ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ୍, ହସ୍ପିଟାଲ ଓ ଆରଟିଓ ଅଫିସରୁ ଦୁଇ ଦିନରେ ୧୦୫ ଗିରଫ। ୩-ଚାଷୀଙ୍କ ପାଇଁ ଖୁସୀଖବର: ପିଏମ୍‌ କିଷାନ୍‌ ଯୋଜନାରେ ବର୍ଷକୁ ୬୦୦୦ଟଙ୍କା ପାଇବା ଲାଗି ସିଧାସଳଖ ନିଜ ନାଁ କରିପାରିବେ ପଞ୍ଜୀକରଣ। ୪-ନୂଆଦିଲ୍ଲୀ : ସ୍କୁଲ ଶିକ୍ଷାର ଗୁଣବତ୍ତାରେ ଓଡ଼ିଶା ଦେଶରେ […]

You May Like

Pin It on Pinterest