ଆଜିର ଖାସ୍ ଖବର

୧-ଉଛୁଳୁଛି ମହାନଦୀ।ହିରାକୁଦରେ ୧୬ ଗେଟ୍ ଖୋଲା।

୨-ଚିତ୍ରାକୋଣ୍ଡା: ଡଙ୍ଗା ଓ ଘୋଡାରେ ବୁଲି ସିଆରସିସି ସାଧନ ସରକାର, କରୁଛନ୍ତି ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ।

୩-ପିଆଜ ରପ୍ତାନିରେ କଟକଣା: ଖୁଚୁରା ବେପାରୀ ୧୦୦ କିଲୋ ଓ ହୋଲସେଲର ୫୦୦ କିଲୋ ମହଜୁଦ ରଖିପାରିବେ।

୪-ଏଣିକି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବ ‘ସହାୟତା ମୋବାଇଲ ଆପ’।

୫-ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ।

୬-ପାକିସ୍ତାନକୁ ଖାତିର କରୁନି ସାଉଦି ଆରବ, ଭାରତରେ କରିବ ୧୦୦ ଅରବ ଡଲାର ନିବେଶ !

୭-ପରିବହନ ବିଭାଗର ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା, ଅକ୍ଟୋବର ୪ ତାରିଖ ଯାଏଁ ଏଠାରେ ମିଳିବ ଲାଇସେନ୍ସ।ସହିଦ ନଗର ବିଏମସି ଅଫିସ୍ ଓ ଓଏସଆରଟିସି ପରିସରରେ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା।

୮-ଆଉ ପ୍ଲାଷ୍ଟିକ ନୁହେଁ ଏବେ ବଜାରରେ ମିଳିବ ବାଉଁଶ ପ୍ରସ୍ତୁତ ବୋତଲ, ଅକ୍ଟୋବର ପହିଲାରେ ବିକ୍ରି ଶୁଭାରମ୍ଭ କରିବେ ନୀତିନ ଗଡକରୀ।

୯-ବର୍ଷାରେ ବେହାଲ ବିହାର ଓ ୟୁପି-ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି।

୧୦-ବିଜେପୁର ରଣ: ରୀତା, ଦିଲ୍ଲୀପଙ୍କୁ ଟକ୍କର ଦେବେ ବିଜେପିର ସନତ ଗଡତିଆ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ ରେ ଟ୍ରେନ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

Mon Sep 30 , 2019
ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା I ଯାତ୍ରୀମାନଙ୍କୁ ସଚେତନ କରିବାପାଇଁ ଶ୍ରୀ କୁମାର ଏବଂ ଅନ୍ୟ ଅଧିକାରୀ ମାନେ ପ୍ଲାଷ୍ଟିକ ବ୍ୟାଗ ସାଙ୍ଗରେ ନେଉଥିବା ଯାତ୍ରୀ ମାନଙ୍କୁ ସଚେତନତା ବାର୍ତା ପହଂଚାଇବା […]

You May Like

Pin It on Pinterest