କଟକ ଯୋବ୍ରା ପୋଲ ଉପରୁ ଦମ୍ପତିଙ୍କ ନଈ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

Photo:bastab media

ବାସ୍ତବବ୍ୟୁରୋ:ନି.ପ୍ର (କଟକ) ଯୋବ୍ରା ଆନିକଟ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଦୁହିଁଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ କେଉଁ କାରଣରୁ ଏହି ଦମ୍ପତି ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଦୁଇ ତିନି ମାସ ମଧ୍ୟରେ ଅନେକ ଘଟଣା ଯୋବ୍ରା ଆନିକଟରେ ଘଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସନ କାର୍ଡରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, ବାରମ୍ବାର ଅଭିଯୋଗ ପରେବି ଶୁଣୁନୀ ପ୍ରଶାସନ

Sat Jun 5 , 2021
ବାସ୍ତବବ୍ୟୁରୋ:ନି.ପ୍ର ରାସନ(ଚାନ୍ଦବାଲି) କରୋନା ପଞ୍ଝାରେ ସମଗ୍ର ଭାରତ ଉବୁଟୁବୁ ହେଉଥିବା ବେଳେ ସେଥିରୁ ବାଦ ପଡ଼ିନି ଓଡ଼ିଶା। ମହାମାରୀ କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସେଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଖଟି ଖିଆ ଏବଂ ଦିନ ମଜୁରିଆ। ଲକଡାଉନରେ ସମସ୍ତ କାମ ଧନ୍ଦା ବନ୍ଦ ଥିବାବେଳେ ଦୁଇଓଳି ଟୁଇମୁଠା ଖାଇବା ପାଇଁ କରିବାକୁ ପଡୁଛି ଅନେକ ସଂଘର୍ଷ। ଲକଡ଼ାଉନ ସମୟରେ ସରକାର ରାସନ କାର୍ଡ ଧାରୀଙ୍କୁ […]

You May Like

Pin It on Pinterest