ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର-ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ବାସ୍ତବବ୍ୟୁରୋ:ନି.ପ୍ର- କୋଭିଡ ସଂକ୍ରାମିତଙ୍କ ଚିକିସ୍ଛା ସୁବିଧା ପାଇଁ, ଓଡ଼ିଶାର ୫ଟି ସହରରେ ଘରେ ପହଂଚିବ ଅକ୍ସିଜେନ କନସନଟ୍ରେଟର । ଆଜି ଏହି ସେବା ଶୁଭାରମ୍ଭ କରିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରଥମ ପର୍ଯ୍ୟରେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ,ଡୋରଷ୍ଟେପ ଅକ୍ସିଜେନ ସେବା ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି

ଏହି ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବାର, ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି , ଭବିଷ୍ୟତରେ କରୋନା ବିରୋଧୀ ଲଢ଼େଇ ସହଜ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୋଲିସ୍ ଜାଲରେ ଡ୍ରଗ୍ସ୍ ମାଫିଆ....

Mon Jun 7 , 2021
ବାସ୍ତବବ୍ୟୁରୋ:(ଭବାନୀପାଟଣା) ଧଳା ଯାହାର ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧାରୁଆ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ନିକଟରେ ଛପିରହିଥିବା ବେଳେ ଡ୍ରଗ୍ସ ଚାଲାଣ କାରି ଏକ ଆର୍ଟିଗା ଗାଡ଼ି ରେ ସମ୍ବଲପୁର ରୁ ଭବାନୀପାଟଣା ଆସୁଥିବା ସମୟରେ କାବୁକରିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୩୮.୭୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବର କରିଥିବା […]

You May Like

Pin It on Pinterest