ପୋଲିସ୍ ଜାଲରେ ଡ୍ରଗ୍ସ୍ ମାଫିଆ….

Photo: Bastab media

ବାସ୍ତବବ୍ୟୁରୋ:(ଭବାନୀପାଟଣା) ଧଳା ଯାହାର ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧାରୁଆ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ନିକଟରେ ଛପିରହିଥିବା ବେଳେ ଡ୍ରଗ୍ସ ଚାଲାଣ କାରି ଏକ ଆର୍ଟିଗା ଗାଡ଼ି ରେ ସମ୍ବଲପୁର ରୁ ଭବାନୀପାଟଣା ଆସୁଥିବା ସମୟରେ କାବୁକରିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୩୮.୭୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବର କରିଥିବା ବେଳେ ଦୁଇଜଣ ଙ୍କୁ ଗିରଫ କରିଛି।

ଦୁଇଜଣ ଅଭିଯୁକ୍ତ ଙ୍କ ମଧ୍ୟରେ ଜଣେ ଭବାନୀପାଟଣା ସହରର ମହମ୍ମଦ ସକିତ ପରବେଜ ଓ ଅନ୍ୟ ଜଣେ ଥୁଆମୂଳ ରାମପୁର ଡ୍ରାଇଭର ଉଦୟ ନାଏକ ବୋଲି ପରିଚୟ ମିଳିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିବା ବେଳେ ଏହି ଘଟଣା ୫ ଜଣ ଙ୍କୁ ଆଣି ଟାଉନ ପୋଲିସ ପଚରାଉଚରା ଜାରିରଖିଛି । ଜିଲ୍ଲାରେ ଡ୍ରଗ୍ସ କାରବାର ସହରର ଯୁବ ବର୍ଗ ଙ୍କୁ ମନିଶାଗ୍ରସ୍ତ କରୁଛି ଏହି ଘଟଣା କି ଗୁରୁତର ସହିତ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍ତର ବଙ୍ଗୋପସାଗରର ଲଘୁଚାପ ପ୍ରଭାବରେ,୧୧ ତାରିଖ ବେଳକୁ ରାଜ୍ୟକୁ ମୌସୁମୀ ଛୁଇଁବ...

Mon Jun 7 , 2021
ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ, ଆଜି ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ,ଅବଶିଷ୍ଟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ | ଜାରି ରହିବ ପ୍ରାକ୍‌ ମୌସୁମୀ ବର୍ଷା । ଏଥିସହ ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ […]

You May Like

Pin It on Pinterest