କଟକ(ସଂଜୟ ଶତପଥୀ):ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ “ ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,କଟକରେ ତିନି ଦିନ ଧରି ଚାଲିବାକୁ ଥିବାବେଳେ, ଆଜି ଦ୍ୱତୀୟ ଦିବସରେ ମୁଖ୍ୟଅତିଥି ଭାବେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ମହିଳା କମିଶନର ଚେୟାରପରସନ ଶୋଭନା ମହାନ୍ତି ଏବଂ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ର ଚେୟାରପରସନ ବବିତା ପାତ୍ର ଯୋଗଦେଇ ଆଶାଦିଦି ମାନଙ୍କୁ […]

କଳାହାଣ୍ତି(ନି.ପ୍ର):ଏ ବର୍ଷ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ କନଭେନସନ୍ ସେଣ୍ଟର୍ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ,ପଢ଼ ଓଡ଼ିଶା ଓ ଗଢ଼ ଓଡ଼ିଶା କାର୍ଯ୍ୟ କ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ଶିକ୍ଷକ ଶ୍ରେଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର […]

ଭୁବନେଶ୍ୱର(ନି.ପ୍ର)୦୬/୦୯:ଦିବଂଗତ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ ସାରସ୍ୱତ ଅବଦାନ ବିପୁଳ କିନ୍ତୁ ବିଶେଷ ଭାବରେ ଅନାଲୋଚିତ।ସମକାଳ ଲେଖକମାନେ ପୂର୍ବସୂରୀମାନଙ୍କ ରଚନା ନେଇ ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ କବି ଫନୀ ମହାନ୍ତି ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ “ପ୍ରଣମ୍ୟ ପ୍ରହରାଜ ” କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମର୍ମରେ ମତ ଦେଇଛନ୍ତି।ବର୍ଷା ପବ୍ଲିକେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର […]

ଭୁବନେଶ୍ବର(ନି.ପ୍ର):ଓଡ଼ିଶାର ପରମ୍ପରାକୁ ଭୁଲି ବର୍ତ୍ତମାନର ଯୁବପିଢୀ ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ, ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ସମ୍ମାନା ଯଣାଇ, ଭୁବନେଶ୍ବର ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ଵର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ […]

ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ଭଟଲି ନିକଟସ୍ଥ ରାୟଶୋଭା ସେବାଶ୍ରମ ଓ ରାୟଶୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ୨୦୨୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବରଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ସମାଜରେ ଗୁରୁ ମାନଙ୍କ ମହତ୍ବ କୁ ପ୍ରତି ପାଦନ କରିଥିଲେ।ସେବାଶ୍ରମ ର ପ୍ରଧାନ ସେବିକା ଡକ୍ଟର […]

ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ରାୟ ଶୋଭା ଗ୍ରାମରେ ସପ୍ତାହ ବ୍ୟାପି ଚାଲିଥିବା ୮୦ ତମ ଶ୍ରୀମଦ୍ଭାଗ ବଦ୍ ପାରାୟଣ ଉତ୍ସବରେ ବରଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ଭଗବତ୍ କୃପା ଲାଭ କରିଥିଲେ। ମହିଳା ଭକ୍ତଙ୍କ ସହ ନାମ ସଙ୍କିର୍ତ୍ତନ୍ୟ ରେ ଯୋଗଦାନ କରି ଭଗବାନଙ୍କ ଆଶିର୍ବାଦ ପୂର୍ବକ ସମାଜ ସେବା ରେ ସମସ୍ତଙ୍କୁ ବ୍ରତୀହେବାର କାମନା କରିଥିଲେ।

ବାସ୍ତବ ବ୍ୟୁରୋ: ଏବେ ୟୁପିଆଇ ମଧ୍ୟମରେ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠା ହୋଇପାରୁଛି । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ୟୁପିଆଇ ବ୍ୟବସ୍ଥାର ପରିଚାଳନା କରୁଥିବା ଏନପିସିଆଇ ଏହି ପରିବର୍ତ୍ତନ ଘୋଷଣା କରିଛି ।   ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, […]

ବ୍ରହ୍ମପୁର୦୩.୦୯.୨୫: ଉତ୍କଳରେ ଯେତେ ଥର ମୋଗଲ ଗୋଳ ହୋଇଛି, ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ତତ୍କାଳୀନ ଗଜପତି ମହାରାଜା ଗଣ ନିଜର ଶକ୍ତି ସାମର୍ଥ ପ୍ରଦର୍ଶନ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁରକ୍ଷିତ ରଖିଛନ୍ତି। ରାଜା ରାମଚନ୍ଦ୍ର ଦେଓ କିଭଳି ତକିଖାଁ କବଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକାର ଗୁରୁବାଇ ଦୀପକୁ ଆଣି ପୁଣି ଠାକୁର ମାନଙ୍କୁ ରତ୍ନ ସିଂହାସନରେ ଅବସ୍ଥାନ କରାଇଥିଲେ ଓ ଗୁମଟରେ ବଡ଼ ଠାକୁରଙ୍କୁ ବିଜେ କରାଇ ସର୍ବଧର୍ମର ସମନ୍ନୟ […]

ବରଗଡ଼୦୨/୦୯(ନବୀନ କୁମାର ଦାଶ):ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ରେ ସ୍ବେଛାସେବୀ ଜନକଲ୍ୟାଣ ସଂଗଠନ-ଓଡିଶା ଜନତା ସଂଘର୍ଷ ସମିତି,ବରଗଡ଼ ପକ୍ଷରୁ ୨ୟ ବର୍ଷ “ନୂଆଁଖାଇ ଭେଟଘାଟ” ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ବରିଷ୍ଠ ସଭ୍ୟ କାମ ଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ।ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ଆବାହକ ଏବଂ ଉପସଭାପତି ଅଭୟ କୁମାର ପଧାନ,ସମ୍ପାଦକ ମେଘନାଦ ସାହୁ ଏବଂ ସହ- ସମ୍ପାଦକ ନେପାଳ […]

ବରଗଡ଼୦୨/୦୯(ନବୀନ କୁମାର ଦାଶ):ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତଥା ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମ ଯୋଗୀ ଅଭିଯାନର ଜିଲ୍ଲା ସ୍ତରୀୟ ଅବଲୋକନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସେବା (ସେବା),ସଂକଳ୍ପ (ସମାଧାନ) ଏବଂ ସମର୍ପଣ (ଉତ୍ସର୍ଗ) ଉପରେ ଗୁରୁତ୍ୱାରୋପ କରେ, ଯାହା “ସବକା ସାଥ, ସବକା ବିକାଶ, […]

Pin It on Pinterest