ବରଗଡ଼୦୭/୦୮(ନବୀନ କୁମାର ଦାଶ):ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳ ରେ ମିଳୁନି ବିଏସଏନଏଲ ସୁବିଧା।ଏନେଇ କେନ୍ଦ୍ର ଯୋଗା ଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରପଦୀପ ପୁରୋହିତ।ବିଶେଷକରି ବରଗଡ଼ ଓ […]
ବରଗଡ଼୦୭/୦୮(ନବୀନ କୁମାର ଦାଶ):ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି,ବିଭାଗୀୟ କର୍ମଚାରୀ ଆଲୋକ କୁମାର ପଟେଲ ତଥା ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି […]
ବରଗଡ଼୦୬/୦୮(ନବୀନ କୁମାର ଦାଶ):ବୋର୍ଡ଼ ଅଫ ସେକେଣ୍ଡାରୀ,ଓଡ଼ିଶା (BSE, Odisha )ଙ୍କ ଅପାରଗତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଗତ ତା:୨୦.୦୭.୨୦୨୫ ରବିବାର ଦିନ ହେବାକୁ ଥିବା ସ୍ବତନ୍ତ୍ର ଶିକ୍ଷକ ଚୟନ ପରୀକ୍ଷା ବା OSTET ପ୍ରଶ୍ନପତ୍ର ଶନିବାର ମଧ୍ୟ ରାତ୍ରରେ ପଦାରେ ପ୍ରଘଟ ହୋଇଥିଲା ଏବଂ ପରୀକ୍ଷା କୁ ରାତାରାତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇ ଥିଲା।ଆସନ୍ତା ରବିବାର ରେ ହେବାକୁ ଥିବା ପରୀକ୍ଷା ପାଇଁ ଅସନ୍ତୋଷ ର […]
କଟକ(ସଂଜୟ ଶତପଥୀ):ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜନୈକ କନିଷ୍ଠ ସହାୟକ ଶ୍ରୀ ଅଜିତ୍ କୁମାର ମହାରଣା ଙ୍କ ବିରୁଦ୍ଧରେ ଦୁର୍ନୀତି ର ଏକ ଅଭିଯୋଗ ପତ୍ର ଫୋରମ୍ ର ସଭାପତି ଶ୍ରୀ ବସନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ପ୍ରସାଦ ରାଉତରାୟ ଓ ସମ୍ପାଦକ ଶ୍ରୀ […]
ବାସ୍ତବବ୍ୟୁରୋ: ଭାରତୀୟ ଡାକ ବିଭାଗ ଏହାର Iconic Registered Post serviceକୁ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ୫୦ ବର୍ଷର ଯୁଗର ଶେଷ ବୋଲି ଦର୍ଶାଉଛି। ୧ ସେପ୍ଟେମ୍ବର ୨୦୨୫ରୁ, କାର୍ଯ୍ୟକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ସ୍ପିଡ ପୋଷ୍ଟ ସହିତ ଏକ ରଣନୈତିକ ସମନ୍ବୟର ଅଂଶ ଭାବରେ ଏହି ସେବାକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ। ୫୦ ବର୍ଷରୁ ଅଧିକ ସମୟ ଧରି ଏକ ବିଶ୍ୱସ୍ତ ସେବା, Registered Post […]
ବରଗଡ଼/ପଦ୍ମପୁର୦୫/୦୮(ନବୀନ କୁମାର ଦାଶ):ଅଦା,ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି।ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପ ସ୍ଥାପନ କରିଛନ୍ତି ବରଗଡ଼ ସାଂସଦ। ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟକ୍ରମରେ ଆସୁଥିବା ସହାୟତା ରାଶି ବୃଦ୍ଧି କରାଯାଉ।ଓଡ଼ିଶାରେ ମସଲା ବିକାଶ କାର୍ଯ୍ୟକ୍ରମରେ ଅଦା ଓ ହଳଦୀ ଏବଂ ପାମ୍ […]
କେନ୍ଦ୍ରାପଡ଼ା(ନି.ପ୍ର):ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରାପଡ଼ା ମୁନ୍ସିପାଲଟି ଟାଉନ ହଲ ଠାରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ଟି ୧୫୫ ବ୍ୟକ୍ତିଗତ ଏବଂ ୨୦ଟି ସାମୂହିକ ଅଭିଯୋଗ । ରେଡ଼କ୍ରସରୁ ଜଣଙ୍କୁ ୩ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୭୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ […]
ବରଗଡ଼୦୪/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛିଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା,ଜିଲ୍ଲା […]
ବରଗଡ ୦୩/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଖାଇ ପାଳନ ପଛର ମହା ନାୟକ ଲୋକ ମହୋତ୍ସବର ଜନକ ଶାସ୍ତ୍ରୀୟ ଶବ୍ଦନୃତ୍ୟର ପ୍ରଣେତା କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ରେଙ୍ଗାଲି କେମ୍ପ ସ୍ଥିତ ଶିଖା ଟେଣ୍ଟ ହାଉସ ଠାରେ ଆବାହକ ପ୍ରକୃତିବନ୍ଧୁ ସୁବାସ ପଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ […]
ବରଗଡ଼୦୩/୦୮(ନବୀନ କୁମାର ଦାଶ):ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରା ୟଣ ନାୟକ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ନିଜ ବିଭାଗର ସମୁଦାୟ ୫୦ କୋଟି ୨୫ ଲକ୍ଷ ଟଙ୍କାର ୧୦୭୮ ଗୋଟି ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଲୋକାର୍ପଣ କରିଛନ୍ତି। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା […]


