ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]
ପ୍ରମୋଦ ନାୟକ(ଭୁବନେଶ୍ୱର):ଭୁବନେଶ୍ୱର ସ୍ଥିତ ସୁର୍ଯ୍ୟନଗର ଠାରେ ଥିବା ରାଜ୍ୟ ଭିଜିଲାନ୍ସ ଏକାଡେମୀ ର ସମ୍ମିଳନୀ କକ୍ଷରେ ଡିଜିଟାଲ ଦୁନିଆରେ ହେଉଥିବା ଅର୍ଥିକ କାରବାର ଏବଂ ଏଥିରେ ହେଉଥିବା ଘୋଟାଲା ର ତଦନ୍ତ କିପରି କରାଯିବ ସେହି ବିଷୟରେ ଭିଜିଲାନ୍ସ ପକ୍ଷରୁ 2 ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ଦୁର୍ନୀତି ଘଟଣାରେ ଓଡିଶା ଭିଜିଲାନ୍ସ କିପରି ନିଜର କାର୍ଯ୍ୟ କରିଛି ଏବଂ ଆଗକୁ କଣ ଚ୍ୟାଲେଞ୍ଜ ଆସୁଛି ସେହି […]
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ସୂଚନାନୁଯାୟୀ,ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ । ଏହି ବୈଠକରେ ସବୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । କ୍ୟବିନେଟରେ ନିଆଯାଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି । ଫଳରେ […]
ବାସ୍ତବ ବ୍ୟୁରୋ: ଗୁରୁବାର ଦିନ ଇରାକର ଫୁଟବଲ୍ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ୪ ଦଶନ୍ଧି ପରେ ଇରାକରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଯେତେବେଳେ ହଜାର ହଜାର ଲୋକ ବସ୍ରା ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦେଖିବା ପାଇଁ ଏକାଠି ହୋଇଥିଲେ ଏହି ଘଟଣା ଘଟିଥିଲା । ଇରାକର […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁମ୍ବାଇରେ ପହଞ୍ଚି ୩୮,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ମେଟ୍ରୋ ଲାଇନ ୨ ଏ ଏବଂ ୭ ର ଉଦଘାଟନ କରିଛନ୍ତି। ଏଥିରେ ଆନ୍ଧେରିରୁ ଡାହିସର ପର୍ଯ୍ୟନ୍ତ ବିସ୍ତୃତ ୩୫ କିଲୋମିଟର ଉଚ୍ଚ କରିଡର ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର […]
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ , କଟକ ଜିଲ୍ଲା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଟକର ସହୀଦ ଭବନ ଠାରେ ଏକ ନାଗରିକ ସଚେତନତା ସମ୍ମିଳନୀ ରାଜ୍ୟ ପରିବହନ ବିଭାଗ ମାନନୀୟ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା,(ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ତଥା ସର୍ବସାଧାରଣଙ୍କ ଲାଗି […]
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଆଜି(ବୁଧବାର) ୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ […]
ରାକେଶ ମହାନ୍ତି(ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧନିଆପଡ୍ଡା ମାଆ ବଜ୍ର ମହାକାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଆୟୋଜିତ ଫାଇନାଲ ମ୍ୟାଚରେ ମୁନ୍ ଇଲେଭେନ୍ ଜଗତସିଂହପୁର , ସ୍ମାଇଲ ଇଲେଭେନ ରାହାମାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମେ ମୂନ୍ ଇଲିଭେନ୍ ବ୍ୟାଟିଂ କରି କୋଡ଼ିଏ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ୧୬୩ ରନ୍ କରିଥିଲା […]
ପ୍ରମୋଦନାୟକ(ଭୁବନେଶ୍ୱର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇପଡିଛି । ବିଶେଷ ଭାବେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦଳିତ, ଆଦିବାସୀ ମହିଳାମାନଙ୍କ ଉପରେ ଅତ୍ୟାଚର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇପଡିଛନ୍ତି । ଗତ ୧୧ ତାରିଖ ଦିନ ରାୟଗଡା ଡାକ୍ତରଖାନାରେ ଗର୍ଭବତୀ ଥିବା ସୁଲାବତୀ ନାଏକଙ୍କ ମୃତ୍ୟୁ ଅତ୍ୟନ୍ତ ବିଦାରକ । ସୁଲାବତୀଙ୍କ ମୃତ୍ୟୁ ପାଇଁ […]
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ […]


